1
ମାଥିଉଲିଖିତ 26:41
ଓଡିଆ ସମସାମୟିକ ବାଇବଲ
OCB
“ପ୍ରଲୋଭନରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ, ମାତ୍ର ଶରୀର ଦୁର୍ବଳ।”
Compare
Explore ମାଥିଉଲିଖିତ 26:41
2
ମାଥିଉଲିଖିତ 26:38
ସେତେବେଳେ ସେ ସେମାନଙ୍କୁ କହିଲେ, “ମୋର ପ୍ରାଣ ମରଣ ସରିକି ଦୁଃଖରେ ଭାଙ୍ଗି ପଡ଼ୁଛି। ଏଠାରେ ଥାଅ, ମୋ ସହିତ ଜାଗି ରୁହ।”
Explore ମାଥିଉଲିଖିତ 26:38
3
ମାଥିଉଲିଖିତ 26:39
ସେ ଆଉ ଖଣ୍ଡେ ଦୂର ଆଗକୁ ଯାଇ ଭୂମିରେ ଉବୁଡ଼ ହୋଇ ଏହିପରି ପ୍ରାର୍ଥନା କଲେ, “ମୋର ପିତା, ଯଦି ସମ୍ଭବ ହୁଏ, ଏହି ପାନପାତ୍ର ମୋ ନିକଟରୁ ଦୂର ହେଉ, କିନ୍ତୁ ମୋର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସାଧିତ ହେଉ।”
Explore ମାଥିଉଲିଖିତ 26:39
4
ମାଥିଉଲିଖିତ 26:28
ଏହା ମୋର ରକ୍ତ, ନୂତନ ନିୟମର ରକ୍ତ, ଯାହା ଅନେକଙ୍କ ପାପକ୍ଷମା ନିମନ୍ତେ ଢଳା ଯାଉଛି।
Explore ମାଥିଉଲିଖିତ 26:28
5
ମାଥିଉଲିଖିତ 26:26
ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ନେଇ ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଭୋଜନ କର, ଏହା ମୋର ଶରୀର।”
Explore ମାଥିଉଲିଖିତ 26:26
6
ମାଥିଉଲିଖିତ 26:27
ତତ୍ପରେ ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଏବଂ ତାହା ସେମାନଙ୍କୁ ଦେଇ କହିଲେ, “ଏଥିରୁ ତୁମେ ସମସ୍ତେ ପାନ କର।
Explore ମାଥିଉଲିଖିତ 26:27
7
ମାଥିଉଲିଖିତ 26:40
ତତ୍ପରେ ସେ ଶିଷ୍ୟମାନଙ୍କ ନିକଟକୁ ଫେରିଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ତୁମ୍ଭେମାନେ କଣ ମୋ ସଙ୍ଗେ ଘଣ୍ଟାଟିଏ ସୁଦ୍ଧା ଜାଗି ପାରିଲ ନାହିଁ?”
Explore ମାଥିଉଲିଖିତ 26:40
8
ମାଥିଉଲିଖିତ 26:29
ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁଦିନ ମୋର ପିତାଙ୍କ ରାଜ୍ୟରେ ମୁଁ ତୁମ୍ଭମାନଙ୍କ ସହିତ ଏହି ଦ୍ରାକ୍ଷାରସ ନୂତନ ଭାବରେ ପାନ ନ କରିଛି, ସେହିଦିନ ପର୍ଯ୍ୟନ୍ତ ମୁଁ ଆଜିଠାରୁ ଏହା ଆଉ ପାନ କରିବି ନାହିଁ।”
Explore ମାଥିଉଲିଖିତ 26:29
9
ମାଥିଉଲିଖିତ 26:75
ସେତେବେଳେ ପିତରଙ୍କ ମନେ ପଡ଼ିଲା ଯେ, ଯୀଶୁ ଏହି କଥା କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ ତିନିଥର ଅସ୍ୱୀକାର କରିବ।” ସେ ବାହାରକୁ ଯାଇ ବଡ଼ ବିକଳଭାବେ କାନ୍ଦିବାକୁ ଲାଗିଲେ।
Explore ମାଥିଉଲିଖିତ 26:75
10
ମାଥିଉଲିଖିତ 26:46
ଉଠ! ଆମେ ଯିବା। ହେଇ ଦେଖ, ଯେ ମୋତେ ଧରାଇଦେବ, ସେ ଆସୁଛି!”
Explore ମାଥିଉଲିଖିତ 26:46
11
ମାଥିଉଲିଖିତ 26:52
ଯୀଶୁ ତାକୁ କହିଲେ, “ତୁମର ଖଣ୍ଡା ତା ସ୍ଥାନରେ ପୂରାଅ, କାରଣ ଯେଉଁମାନେ ଖଣ୍ଡା ଧରନ୍ତି, ସେମାନେ ଖଣ୍ଡାରେ ହିଁ ନିହତ ହୁଅନ୍ତି।
Explore ମାଥିଉଲିଖିତ 26:52