1
ମାଥିଉଲିଖିତ 25:40
ଓଡିଆ ସମସାମୟିକ ବାଇବଲ
OCB
“ରାଜା ଉତ୍ତର ଦେବେ, ‘ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେ ମୋର ଏହି ଭାଇମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ଭାଇଟି ପ୍ରତି ଯାହା କରିଅଛ, ତାହା ମୋ ପ୍ରତି ହିଁ କରିଅଛ।’
Compare
Explore ମାଥିଉଲିଖିତ 25:40
2
ମାଥିଉଲିଖିତ 25:21
“ମୁନିବ ତା ‘ର କାର୍ଯ୍ୟକୁ ପ୍ରଶଂସା କରି କହିଲେ, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମେ ଖୁବ୍ ଭଲ କରିଅଛ। ତୁମେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ଏଣିକି ମୁଁ ତୁମକୁ ଆହୁରି ଅନେକ ବିଷୟର ଦାୟିତ୍ଵ ଦେବି। ଆସ, ତୁମ ମୁନିବର ଆନନ୍ଦରେ ଭାଗୀ ହୁଅ!’
Explore ମାଥିଉଲିଖିତ 25:21
3
ମାଥିଉଲିଖିତ 25:29
କାରଣ ଯାହାର ଅଛି, ତାହାକୁ ଆହୁରି ଦିଆଯିବ ଓ ତାହାର ପ୍ରଚୁର ହେବ। କିନ୍ତୁ ଯାହାର ନାହିଁ, ତାହାର ଯାହାକିଛି ଅଛି, ତାହା ମଧ୍ୟ ତା ଠାରୁ କାଢ଼ି ନିଆଯିବ।
Explore ମାଥିଉଲିଖିତ 25:29
4
ମାଥିଉଲିଖିତ 25:13
“ସେଥିପାଇଁ ତୁମ୍ଭେମାନେ ସଜାଗ ଥାଅ, କାରଣ ସେହିଦିନ ବା ସେହି ସମୟ ତୁମ୍ଭେମାନେ ଜାଣ ନାହିଁ।
Explore ମାଥିଉଲିଖିତ 25:13
5
ମାଥିଉଲିଖିତ 25:35
କାରଣ ମୁଁ କ୍ଷ୍ୱଧିତ ଥିଲି, ତୁମ୍ଭେମାନେ ମୋତେ ଆହାର ଦେଲ, ମୁଁ ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ମୁଁ ଅପରିଚିତ ଥିଲି, ମୋର ଆତିଥ୍ୟ କଲ
Explore ମାଥିଉଲିଖିତ 25:35
6
ମାଥିଉଲିଖିତ 25:23
“ତା ‘ର ମୁନିବ କହିଲେ, ଉତ୍ତମ ଓ ବିଶ୍ୱସ୍ତ ଦାସ, ଖୁବ୍ ଭଲ କରିଛ। ତୁମେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ଏଣିକି ମୁଁ ତୁମକୁ ଆହୁରି ଅନେକ ବିଷୟର ଦାୟିତ୍ଵ ଦେବି। ଆସ, ତୁମ ମୁନିବର ଆନନ୍ଦରେ ଭାଗୀ ହୁଅ!’
Explore ମାଥିଉଲିଖିତ 25:23
7
ମାଥିଉଲିଖିତ 25:36
ମୋର ବସ୍ତ୍ରର ଅଭାବ ଥିଲା, ମୋତେ ବସ୍ତ୍ର ପିନ୍ଧାଇଲ ମୁଁ ପୀଡ଼ିତ ଥିଲି, ମୋର ସେବା କଲ ଓ ମୁଁ କାରାଗାରରେ ଥିଲି, ମୋତେ ଶଂଖୋଳିବାକୁ ମୋ ନିକଟକୁ ଆସିଲ।’
Explore ମାଥିଉଲିଖିତ 25:36