YouVersion Logo
Search Icon

ମାଥିଉଲିଖିତ 26:39

ମାଥିଉଲିଖିତ 26:39 OCB

ସେ ଆଉ ଖଣ୍ଡେ ଦୂର ଆଗକୁ ଯାଇ ଭୂମିରେ ଉବୁଡ଼ ହୋଇ ଏହିପରି ପ୍ରାର୍ଥନା କଲେ, “ମୋର ପିତା, ଯଦି ସମ୍ଭବ ହୁଏ, ଏହି ପାନପାତ୍ର ମୋ ନିକଟରୁ ଦୂର ହେଉ, କିନ୍ତୁ ମୋର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସାଧିତ ହେଉ।”

Verse Image for ମାଥିଉଲିଖିତ 26:39

ମାଥିଉଲିଖିତ 26:39 - ସେ ଆଉ ଖଣ୍ଡେ ଦୂର ଆଗକୁ ଯାଇ ଭୂମିରେ ଉବୁଡ଼ ହୋଇ ଏହିପରି ପ୍ରାର୍ଥନା କଲେ, “ମୋର ପିତା, ଯଦି ସମ୍ଭବ ହୁଏ, ଏହି ପାନପାତ୍ର ମୋ ନିକଟରୁ ଦୂର ହେଉ, କିନ୍ତୁ ମୋର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସାଧିତ ହେଉ।”