1
ମାଥିଉଲିଖିତ 17:20
ଓଡିଆ ସମସାମୟିକ ବାଇବଲ
OCB
ଯୀଶୁ ଉତ୍ତର ଦେଲେ, “କାରଣ ତୁମମାନଙ୍କ ବିଶ୍ୱାସ ଅତି ଅଳ୍ପ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ସୋରିଷମଞ୍ଜି ଭଳି ତୁମମାନଙ୍କର ବିଶ୍ୱାସ ଟିକକ ଥାଏ, ତେବେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା,’ କହିଲେ, ତାହା ଘୁଞ୍ଚିଯିବ। ତୁମମାନଙ୍କ ପକ୍ଷେ କୌଣସି ବିଷୟ ଅସମ୍ଭବ ନୁହେଁ।
Compare
Explore ମାଥିଉଲିଖିତ 17:20
2
ମାଥିଉଲିଖିତ 17:5
ସେ ଏହା କହୁ କହୁ ଖଣ୍ଡେ ଉଜ୍ଜ୍ୱଳ ମେଘ ଆସି ସେମାନଙ୍କୁ ଆଚ୍ଛନ୍ନ କଲା ଏବଂ ମେଘ ମଧ୍ୟରୁ ଏକ ବାଣୀ ହେଲା, “ଏ ମୋର ପ୍ରିୟ ପୁତ୍ର, ଏହାଙ୍କଠାରେ ମୁଁ ପରମପ୍ରୀତ। ଏହାଙ୍କର କଥା ଶୁଣ!”
Explore ମାଥିଉଲିଖିତ 17:5
3
ମାଥିଉଲିଖିତ 17:17-18
ଯୀଶୁ ଉତ୍ତର ଦେଲେ, “ହେ ଅବିଶ୍ୱାସୀ ଓ ଭ୍ରଷ୍ଟାଚାରୀ ବଂଶ, ଆଉ କେତେ କାଳ ମୁଁ ତୁମମାନଙ୍କ ସହିତ ରହିଥିବି? ଆଉ କେତେ କାଳ ତୁମ୍ଭମାନଙ୍କୁ ସମ୍ଭାଳିବି? ପିଲାଟିକୁ ମୋ ପାଖକୁ ନେଇଆସ।” ଯୀଶୁ ସେହି ଭୂତାତ୍ମାକୁ ଧମକ ଦେଲେ ଓ ସେ ବାଳକ ମଧ୍ୟରୁ ବାହାରିଗଲା ଏବଂ ସେହି ମୁହୂର୍ତ୍ତରୁ ବାଳକ ସୁସ୍ଥ ହେଲା।
Explore ମାଥିଉଲିଖିତ 17:17-18