ମାଥିଉଲିଖିତ 17:17-18
ମାଥିଉଲିଖିତ 17:17-18 OCB
ଯୀଶୁ ଉତ୍ତର ଦେଲେ, “ହେ ଅବିଶ୍ୱାସୀ ଓ ଭ୍ରଷ୍ଟାଚାରୀ ବଂଶ, ଆଉ କେତେ କାଳ ମୁଁ ତୁମମାନଙ୍କ ସହିତ ରହିଥିବି? ଆଉ କେତେ କାଳ ତୁମ୍ଭମାନଙ୍କୁ ସମ୍ଭାଳିବି? ପିଲାଟିକୁ ମୋ ପାଖକୁ ନେଇଆସ।” ଯୀଶୁ ସେହି ଭୂତାତ୍ମାକୁ ଧମକ ଦେଲେ ଓ ସେ ବାଳକ ମଧ୍ୟରୁ ବାହାରିଗଲା ଏବଂ ସେହି ମୁହୂର୍ତ୍ତରୁ ବାଳକ ସୁସ୍ଥ ହେଲା।





