1
ଯୋହନ 20:21-22
ପବିତ୍ର ବାଇବଲ (CL) NT (BSI)
ODCLBSI
ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ, ପିତା ଈଶ୍ୱକର ମୋତେ ଯେପରି ପଠାଇଥିଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହିପରି ପ୍ରେରଣ କରୁଛି।” ତା’ପରେ ସେ ସେମାନଙ୍କ ଉପରକୁ ନିଜର ନିଶ୍ୱାସ ଛାଡ଼ି କହିଲେ: “ପବିତ୍ରଆତ୍ମାଙ୍କୁ ଗ୍ରହଣ କର।
ប្រៀបធៀប
រុករក ଯୋହନ 20:21-22
2
ଯୋହନ 20:29
ଯୀଶୁ ତାଙ୍କୁ କହିଲେ, “ମୋତେ ଦେଖି ତୁମେ ମୋତେ ବିଶ୍ୱାସ କରୁଛ, କିନ୍ତୁ ଯେଉଁମାନେ ମୋତେ ନ ଦେଖି ବିଶ୍ୱାସ କରିବେ, ସେମାନେ ଧନ୍ୟ!”
រុករក ଯୋହନ 20:29
3
ଯୋହନ 20:27-28
ତା’ପରେ ସେ ଥୋମାଙ୍କୁ କହିଲେ, “ଏଇଠି ଆଙ୍ଗୁଠି ଦିଅ। ମୋର ହାତ ଦେଖ। ତୁମ ହାତ ବଢ଼ାଇ ମୋର ଏଇ ପାଶ୍ୱର୍କୁ ସ୍ପର୍ଶ କର। ଆଉ ସନ୍ଦେହ କର ନାହିଁ। ବିଶ୍ୱାସ କର।” ଥୋମା ଉତ୍ତର ଦେଇ କହିଲେ, “ମୋର ପ୍ରଭୁ- ମୋ’ ଈଶ୍ୱର!”
រុករក ଯୋହନ 20:27-28
គេហ៍
ព្រះគម្ពីរ
គម្រោងអាន
វីដេអូ