1
ଯାତ୍ରା ପୁସ୍ତକ 14:14
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ପରମେଶ୍ଵର ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନିରବ ରହିବ।
ប្រៀបធៀប
រុករក ଯାତ୍ରା ପୁସ୍ତକ 14:14
2
ଯାତ୍ରା ପୁସ୍ତକ 14:13
ତହୁଁ ମୋଶା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପ୍ରକାରେ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ; ତୁମ୍ଭେମାନେ ଆଜି ଯେପରି ମିସ୍ରୀୟମାନଙ୍କୁ ଦେଖୁଅଛ, ସେପରି ଅନ; କାଳଯାଏ ଆଉ କେବେ ଦେଖିବ ନାହିଁ।
រុករក ଯାତ୍ରା ପୁସ୍ତକ 14:13
3
ଯାତ୍ରା ପୁସ୍ତକ 14:16
ପୁଣି ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର; ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ।
រុករក ଯାତ୍ରା ପୁସ୍ତକ 14:16
4
ଯାତ୍ରା ପୁସ୍ତକ 14:31
ସଦାପ୍ରଭୁ ମିସ୍ରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ; ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କଠାରେ ଓ ତାହାଙ୍କ ଦାସ ମୋଶାଙ୍କଠାରେ ବିଶ୍ଵାସ କଲେ।
រុករក ଯାତ୍ରା ପୁସ୍ତକ 14:31
គេហ៍
ព្រះគម្ពីរ
គម្រោងអាន
វីដេអូ