1
ଯାତ୍ରା ପୁସ୍ତକ 13:21-22
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରିପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ବିଜେ କଲେ; ସେ ଲୋକମାନଙ୍କ ସମ୍ମୁଖରୁ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ସ୍ଥାନାନ୍ତର କଲେ ନାହିଁ।
ប្រៀបធៀប
រុករក ଯାତ୍ରା ପୁସ୍ତକ 13:21-22
2
ଯାତ୍ରା ପୁସ୍ତକ 13:17
ଅନନ୍ତର ଫାରୋ ଲୋକମାନଙ୍କୁ ଛାଡ଼ି ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ଵର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ଵର କହିଲେ, ଯୁଦ୍ଧ ଦେଖିଲେ ପଛେ ଲୋକମାନେ ଅନୁତାପ କରି ମିସରକୁ ଫେରିଯାଆନ୍ତି।
រុករក ଯାତ୍ରା ପୁସ୍ତକ 13:17
3
ଯାତ୍ରା ପୁସ୍ତକ 13:18
ଏହେତୁ ପରମେଶ୍ଵର ସେମାନଙ୍କୁ ସୂଫ ସାଗରର ପ୍ରାନ୍ତରଗାମୀ ବକ୍ର ପଥରେ ଗମନ କରାଇଲେଓ ଇସ୍ରାଏଲ-ସନ୍ତାନଗଣ ସସଜ୍ଜ ହୋଇ ମିସରଠାରୁ ଯାତ୍ରା କଲେ।
រុករក ଯାତ୍ରା ପୁସ୍ତକ 13:18
គេហ៍
ព្រះគម្ពីរ
គម្រោងអាន
វីដេអូ