1
ମାର୍କାସ୍ 3:35
ଓଡିଆ ସମସାମୟିକ ବାଇବଲ
OCB
ଯେକେହି ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ମୋର ଭାଇ, ମୋର ଭଉଣୀ ଓ ମୋର ମାଆ।”
Compare
Explore ମାର୍କାସ୍ 3:35
2
ମାର୍କାସ୍ 3:28-29
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ଈଶ୍ୱରନିନ୍ଦା କ୍ଷମା ଦିଆଯିବ। କିନ୍ତୁ ଯେ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରେ, ତାକୁ କେବେହେଲେ କ୍ଷମା ଦିଆଯିବ ନାହିଁ ସେ ଏକ ଅନନ୍ତକାଳୀନ ପାପରେ ଦୋଷୀ ହେବ।”
Explore ମାର୍କାସ୍ 3:28-29
3
ମାର୍କାସ୍ 3:24-25
କୌଣସି ରାଜ୍ୟ ଯଦି ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହା ତିଷ୍ଠିପାରେ ନାହିଁ। କୌଣସି ପରିବାର ଯଦି ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠେ, ସେହି ପରିବାର ତିଷ୍ଠିପାରେ ନାହିଁ।
Explore ମାର୍କାସ୍ 3:24-25
4
ମାର୍କାସ୍ 3:11
ଭୂତାତ୍ମା-ମାନେ ତାହାଙ୍କୁ ଦେଖିଲାମାତ୍ରେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, “ତୁମ୍ଭେ ଈଶ୍ୱରଙ୍କ ପୁତ୍ର।”
Explore ମାର୍କାସ୍ 3:11