1
ମାର୍କାସ୍ 2:17
ଓଡିଆ ସମସାମୟିକ ବାଇବଲ
OCB
ଏ କଥା ଶୁଣି ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ଚିକିତ୍ସକଠାରେ ପ୍ରୟୋଜନ ନ ଥାଏ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଥାଏ। ମୁଁ ଧାର୍ମିକ ଲୋକଙ୍କୁ ଆହ୍ଵାନ କରିବାକୁ ଆସି ନାହିଁ, ମାତ୍ର ପାପୀ ଲୋକଙ୍କୁ ଆହ୍ଵାନ କରିବାକୁ ଆସିଅଛି।”
Compare
Explore ମାର୍କାସ୍ 2:17
2
ମାର୍କାସ୍ 2:5
ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ପୁଅ, ତୁମର ପାପସବୁ କ୍ଷମା ହେଲା।”
Explore ମାର୍କାସ୍ 2:5
3
ମାର୍କାସ୍ 2:27
ତା ପରେ ସେ ସେମାନଙ୍କୁ କହିଲେ, “ଶାବତବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ଶାବତବାର ନିମନ୍ତେ ନୁହେଁ।
Explore ମାର୍କାସ୍ 2:27
4
ମାର୍କାସ୍ 2:4
କିନ୍ତୁ ଲୋକଗହଳି ହେତୁ ସେମାନେ ତାକୁ ଯୀଶୁଙ୍କ ନିକଟକୁ ନେଇପାରିଲେ ନାହିଁ, ତେଣୁ ସେମାନେ ଯୀଶୁଙ୍କ ମୁଣ୍ଡ ଉପର ଛାତରେ ଗୋଟିଏ କଣା କରି ପକ୍ଷାଘାତ ରୋଗୀ ଶୋଇଥିବା ବିଛଣାସହ ତଳକୁ ଖସାଇ ଦେଲେ।
Explore ମାର୍କାସ୍ 2:4
5
ମାର୍କାସ୍ 2:10-11
ତୁମ୍ଭେମାନେ ଜାଣିବ ଯେ, ଏହି ପୃଥିବୀରେ ପାପକ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର କ୍ଷମତା ଅଛି,” ଏହାପରେ ସେ ପକ୍ଷାଘାତ ରୋଗୀକୁ କହିଲେ, “ମୁଁ ତୁମକୁ କହୁଛି ଉଠ, ତୁମର ବିଛଣା ନେଇ ଘରକୁ ଯାଅ।”
Explore ମାର୍କାସ୍ 2:10-11
6
ମାର୍କାସ୍ 2:9
କଣ ସହଜ, ‘ପକ୍ଷାଘାତ ରୋଗୀକୁ ତୋର ପାପସବୁ କ୍ଷମା ହେଲା’ ବୋଲି କହିବା, ନା ‘ତୋର ବିଛଣା ଧରି ଚାଲ’ ବୋଲି କହିବା?
Explore ମାର୍କାସ୍ 2:9
7
ମାର୍କାସ୍ 2:12
ଏଥିରେ ସେହି ଲୋକ ଉଠିଲା ଓ ତାହାର ବିଛଣା ଧରି ସମସ୍ତଙ୍କ ଦୃଷ୍ଟିଗୋଚରରେ ଚାଲିଗଲା! ସମସ୍ତେ ଚମତ୍କୃତ ହେଲେ ଏବଂ ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ଆମେ କେବେ ଏପରି ଦେଖି ନ ଥିଲୁ।”
Explore ମାର୍କାସ୍ 2:12