1
ମାର୍କାସ୍ 1:35
ଓଡିଆ ସମସାମୟିକ ବାଇବଲ
OCB
ବଡ଼ି ଭୋର୍ରୁ, ଅନ୍ଧାର ଥାଉଁ ଥାଉଁ ଯୀଶୁ ଉଠି ଘରୁ ବାହାରିଗଲେ ଓ ଏକ ନିର୍ଜ୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କରିବାକୁ ଲାଗିଲେ
Compare
Explore ମାର୍କାସ୍ 1:35
2
ମାର୍କାସ୍ 1:15
ସେ କହିଲେ, “ସମୟ ଆସିଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ଅନୁତାପ କର ଓ ସୁସମାଚାରରେ ବିଶ୍ୱାସ କର!”
Explore ମାର୍କାସ୍ 1:15
3
ମାର୍କାସ୍ 1:10-11
ଯୀଶୁ ଜଳରୁ ଉଠି ଆସିଲାକ୍ଷଣି ସ୍ଵର୍ଗ ବିଦାରିତ ହୋଇ ଉନ୍ମୁକ୍ତ ହେବାର ଓ ଆତ୍ମାକୁ କପୋତ ରୂପେ ତାହାଙ୍କ ଉପରେ ଅବତରଣ କରିବାର ସେ ଦେଖିଲେ ପୁଣି ସ୍ଵର୍ଗରୁ ଏହି ବାଣୀ ହେଲା, “ତୁମ୍ଭେ ମୋର ପ୍ରିୟ ପୁତ୍ର, ତୁମ୍ଭଠାରେ ମୁଁ ପରମପ୍ରୀତ।”
Explore ମାର୍କାସ୍ 1:10-11
4
ମାର୍କାସ୍ 1:8
ମୁଁ ତୁମ୍ଭମାନଙ୍କୁ ଜଳରେ ଡୁବନ ଦେଉଛି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାରେ ଡୁବନ ଦେବେ।”
Explore ମାର୍କାସ୍ 1:8
5
ମାର୍କାସ୍ 1:17-18
ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋର ଅନୁଗମନ କର। ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।” ସେହିକ୍ଷଣି ସେମାନେ ଜାଲ ଛାଡ଼ି ତାହାଙ୍କ ଅନୁଗମନ କଲେ।
Explore ମାର୍କାସ୍ 1:17-18
6
ମାର୍କାସ୍ 1:22
ଲୋକେ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରଜ୍ଞମାନଙ୍କ ପରି ଶିକ୍ଷା ନ ଦେଇ କ୍ଷମତାପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ।
Explore ମାର୍କାସ୍ 1:22