ଯେଉଁମାନେ ବିଶ୍ୱାସ କରିବେ, ଏହିସବୁ ଚିହ୍ନ ସେମାନଙ୍କଠାରେ ପ୍ରକାଶିତ ହେବ, ସେମାନେ ମୋ ନାମରେ ଭୂତ ଛଡ଼ାଇବେ ଓ ନୂଆ ନୂଆ ଭାଷାରେ କଥା କହିବେ। ସେମାନେ ହାତରେ ସାପକୁ ଧରିଲେ ବା ଉତ୍କଟ ବିଷଦ୍ରବ୍ୟ ପାନ କଲେ, ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ସେମାନେ ରୋଗୀମାନଙ୍କ ଉପରେ ହାତ ରଖିଲେ, ସେମାନେ ସୁସ୍ଥ ହେବେ।”