ତୁମେ ଗର୍ଭଧାରଣ କରିବ ଓ ତୁମର ଏକ ପୁତ୍ର ଜନ୍ମ ହେବ, ଏବଂ ତୁମେ ତାହାଙ୍କ ନାମ ଦେବ ଯୀଶୁ। ସେ ମହାନ୍ ହୋଇ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତୃପୁରୁଷ ଦାଉଦଙ୍କ ସିଂହାସନ ଦେବେ, ସେ ଯୁଗେ ଯୁଗେ ଯାକୁବ ବଂଶ ଉପରେ ରାଜତ୍ଵ କରିବେ; ତାହାଙ୍କ ରାଜ୍ୟର ଅବସାନ ହେବ ନାହିଁ।”