1
ମାର୍କାସ୍ 11:24
ଓଡିଆ ସମସାମୟିକ ବାଇବଲ
OCB
ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କହୁଛି, ପ୍ରାର୍ଥନା କରି ଯାହାକିଛି ମାଗୁଛ, ତାହା ପାଇସାରିଛ ବୋଲି ବିଶ୍ୱାସ କର, ତା ହେଲେ ତାହା ପାଇବ!
Compare
Explore ମାର୍କାସ୍ 11:24
2
ମାର୍କାସ୍ 11:23
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କେହି ଯଦି ଏହି ପର୍ବତକୁ କହେ, ‘ଉଠି ଯାଇ ସମୁଦ୍ରରେ ପଡ଼’ ଏବଂ ମନରେ କୌଣସି ସନ୍ଦେହ ନ ରଖି ସେ ଯାହା କହୁଛି, ତାହା ଘଟିବ ବୋଲି ବିଶ୍ୱାସ କରେ, ତେବେ ତା ପାଇଁ ତାହା ସଫଳ କରାଯିବ।
Explore ମାର୍କାସ୍ 11:23
3
ମାର୍କାସ୍ 11:25
ପ୍ରାର୍ଥନା କରିବାକୁ ଠିଆ ହେଲାବେଳେ ତୁମ୍ଭମାନଙ୍କର ମନରେ ଯଦି କାହାରି ବିରୁଦ୍ଧରେ କିଛି ଥାଏ, ତେବେ ତାକୁ କ୍ଷମା କର। ତା ହେଲେ, ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ପାପସବୁ କ୍ଷମା କରିବେ।
Explore ମାର୍କାସ୍ 11:25
4
ମାର୍କାସ୍ 11:22
ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କଠାରେ ବିଶ୍ୱାସ ରଖ।
Explore ମାର୍କାସ୍ 11:22
5
ମାର୍କାସ୍ 11:17
ସେ ସେମାନଙ୍କୁ ଶିକ୍ଷା ଦେଲା ବେଳେ କହିଲେ, “ଏହା କଅଣ ଲେଖା ନାହିଁ ମୋର ଗୃହ ସର୍ବଜାତୀୟ ଲୋକମାନଙ୍କ ପାଇଁ ପ୍ରାର୍ଥନାଗୃହ ବୋଲି ଖ୍ୟାତ ହେବ। ମାତ୍ର ତୁମ୍ଭେମାନେ ତାକୁ ଦସ୍ୟୁମାନଙ୍କ ଗହ୍ଵର କରିଅଛ।”
Explore ମାର୍କାସ୍ 11:17
6
ମାର୍କାସ୍ 11:9
ତାହାଙ୍କ ଆଗରେ ଓ ପଛରେ ଚାଲୁଥିବା ଲୋକମାନେ ଉଚ୍ଚଧ୍ୱନି କରି କହୁଥିଲେ, “ହୋଶାନ୍ନା!” “ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ।”
Explore ମାର୍କାସ୍ 11:9
7
ମାର୍କାସ୍ 11:10
“ଆମ ପିତୃପୁରୁଷ ଦାଉଦଙ୍କର ଆଗାମୀ ରାଜ୍ୟ ଉପରେ ଆଶୀର୍ବାଦ ବର୍ତ୍ତୁ।” “ଊର୍ଦ୍ଧ୍ୱଲୋକରେ ହୋଶାନ୍ନା।”
Explore ମାର୍କାସ୍ 11:10