1
ମାଥିଉଲିଖିତ 4:4
ଓଡିଆ ସମସାମୟିକ ବାଇବଲ
OCB
ଯୀଶୁ ଉତ୍ତର ଦେଲେ, “ଏହା ଲେଖାଅଛି ମନୁଷ୍ୟ କେବଳ ରୋଟୀରେ ବଞ୍ଚେ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖନିଃସୃତ ପ୍ରତ୍ୟେକ ବାକ୍ୟରେ ବଞ୍ଚେ।”
Compare
Explore ମାଥିଉଲିଖିତ 4:4
2
ମାଥିଉଲିଖିତ 4:10
ଯୀଶୁ ତାହାକୁ କହିଲେ, “ଦୂର ହ ଶୟତାନ! କାରଣ ଏହା ଲେଖାଅଛି: ତୁମେ ‘ତୁମର ପ୍ରଭୁ ଈଶ୍ୱରଙ୍କ ଆରାଧନା କର, ଓ କେବଳ ତାହାଙ୍କର ସେବା କର।’ ”
Explore ମାଥିଉଲିଖିତ 4:10
3
ମାଥିଉଲିଖିତ 4:7
ଯୀଶୁ ତାକୁ ଉତ୍ତର ଦେଲେ, “ଏହା ମଧ୍ୟ ଲେଖାଅଛି: ‘ତୁମେ ଆପଣା ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’ ”
Explore ମାଥିଉଲିଖିତ 4:7
4
ମାଥିଉଲିଖିତ 4:1-2
ଏଥିଉତ୍ତାରେ ଯୀଶୁ ଶୟତାନଦ୍ଵାରା ପରୀକ୍ଷିତ ହେବାକୁ ପବିତ୍ରଆତ୍ମାଙ୍କ ଦ୍ଵାରା ଚାଳିତ ହୋଇ ମରୁପ୍ରାନ୍ତରକୁ ଗଲେ। ସେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରିବାପରେ କ୍ଷୁଧିତ ହେଲେ।
Explore ମାଥିଉଲିଖିତ 4:1-2
5
ମାଥିଉଲିଖିତ 4:19-20
ଯୀଶୁ ସେମାନଙ୍କୁ କହିଲେ, “ଆସ ମୋର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।” ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କ ଅନୁଗମନ କଲେ।
Explore ମାଥିଉଲିଖିତ 4:19-20
6
ମାଥିଉଲିଖିତ 4:17
ସେହି ସମୟରୁ ଯୀଶୁ ପ୍ରଚାର କରିବାକୁ ଆରମ୍ଭ କରି କହିଲେ, “ଅନୁତାପ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ।”
Explore ମାଥିଉଲିଖିତ 4:17