YouVersion Logo
Search Icon

ମାଥିଉଲିଖିତ 4:19-20

ମାଥିଉଲିଖିତ 4:19-20 OCB

ଯୀଶୁ ସେମାନଙ୍କୁ କହିଲେ, “ଆସ ମୋର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।” ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କ ଅନୁଗମନ କଲେ।