1
ମାଥିଉଲିଖିତ 3:8
ଓଡିଆ ସମସାମୟିକ ବାଇବଲ
OCB
ଅନୁତାପର ନିଦର୍ଶନ ସ୍ଵରୂପ ଫଳ ଉତ୍ପନ୍ନ କର।
Compare
Explore ମାଥିଉଲିଖିତ 3:8
2
ମାଥିଉଲିଖିତ 3:17
ପୁଣି ସ୍ଵର୍ଗରୁ ଏହି ବାଣୀ ହେଲା, “ଏ ମୋହର ପ୍ରିୟ ପୁତ୍ର, ଏହାଙ୍କଠାରେ ମୁଁ ପରମପ୍ରୀତ।”
Explore ମାଥିଉଲିଖିତ 3:17
3
ମାଥିଉଲିଖିତ 3:16
ଯୀଶୁ ଡୁବନ ନେଇ, ଜଳରୁ ଉଠିବା ମାତ୍ରେ ସ୍ଵର୍ଗକୁ ଖୋଲା ହେବାର, ଏବଂ ଈଶ୍ୱରଙ୍କ ଆତ୍ମା କପୋତ ରୂପରେ ତାଙ୍କ ଉପରେ ଅବତୀର୍ଣ୍ଣ ହେବାର ଦେଖିଲେ।
Explore ମାଥିଉଲିଖିତ 3:16
4
ମାଥିଉଲିଖିତ 3:11
“ଅନୁତାପ କରୁଥିବା ହେତୁ ମୁଁ ତୁମ୍ଭମାନଙ୍କୁ ଜଳରେ ଡୁବନ ଦେଉଛି। କିନ୍ତୁ ମୋ ପରେ ଯେ ଆସୁଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ, ତାଙ୍କର ପାଦୁକା ଫିଟାଇବାକୁ ସୁଦ୍ଧା ମୁଁ ଯୋଗ୍ୟ ନୁହେଁ। ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଡୁବନ ଦେବେ।
Explore ମାଥିଉଲିଖିତ 3:11
5
ମାଥିଉଲିଖିତ 3:10
ବର୍ତ୍ତମାନ ସୁଦ୍ଧା କୁରାଢ଼ି ଗଛଗୁଡ଼ିକ ମୂଳରେ ଲଗା ହୋଇରହିଛି, ଯେଉଁ ଗଛଗୁଡ଼ିକ ସୁଫଳ ଉତ୍ପନ୍ନ କରୁ ନାହିଁ ସେହିସବୁ ହଣାଯାଇ ନିଆଁରେ ପକାଯିବ।
Explore ମାଥିଉଲିଖିତ 3:10
6
ମାଥିଉଲିଖିତ 3:3
ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ସମ୍ବନ୍ଧରେ ଭାବବାଦୀ ଯିଶାଇୟ କହିଥିଲେ: “ମରୁପ୍ରାନ୍ତରରେ ଚିତ୍କାର କରୁଥିବା ଜଣକର ସ୍ଵର, ‘ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ସଳଖ ପଥ ତିଆରି କର।’ ”
Explore ମାଥିଉଲିଖିତ 3:3