1
ଲୂକ 2:11
ଓଡିଆ ସମସାମୟିକ ବାଇବଲ
OCB
ଆଜି ଦାଉଦ ନଗରରେ ତୁମ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ।
Compare
Explore ଲୂକ 2:11
2
ଲୂକ 2:10
କିନ୍ତୁ ଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୁଁ ତୁମ୍ଭମାନଙ୍କ ନିକଟକୁ ମହା ଆନନ୍ଦର ଶୁଭବାର୍ତ୍ତା ନେଇ ଆସିଛି ଏହା ସବୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ।
Explore ଲୂକ 2:10
3
ଲୂକ 2:14
“ଊର୍ଦ୍ଧ୍ୱଲୋକରେ ଈଶ୍ୱରଙ୍କ ମହିମା, ଓ ପୃଥିବୀରେ ତାହାଙ୍କ ସନ୍ତୋଷଭାଜନ ଲୋକଙ୍କ ପ୍ରତି ଶାନ୍ତି ହେଉ।”
Explore ଲୂକ 2:14
4
ଲୂକ 2:52
ଯୀଶୁ ଜ୍ଞାନ ଓ ଶରୀରରେ ଆଉ, ଈଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।
Explore ଲୂକ 2:52
5
ଲୂକ 2:12
ତୁମ ପାଇଁ ଏହା ହିଁ ଚିହ୍ନ ହେବ, ତୁମ୍ଭେମାନେ ଗୋଟିଏ ଗୁହାଳ କୁଣ୍ଡରେ ଲୁଗାରେ ଗୁଡ଼ା ହୋଇ ଏକ ଶିଶୁକୁ ଶୋଇଥିବା ଦେଖିବ।”
Explore ଲୂକ 2:12
6
ଲୂକ 2:8-9
ସେହି ଅଞ୍ଚଳରେ କେତେକ ମେଷପାଳକ ପଡ଼ିଆରେ ରହି, ନିଜ ନିଜ ମେଷପଲ ରାତିରେ ଜଗୁଥିଲେ। ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଆବିର୍ଭୂତ ହେଲେ, ଏବଂ ପ୍ରଭୁଙ୍କର ମହିମା ସେମାନଙ୍କ ଚତୁର୍ଦ୍ଦିଗରେ ଦୀପ୍ତିମାନ ହେଲା, ଓ ସେମାନେ ଭୀତତ୍ରସ୍ତ ହୋଇପଡ଼ିଲେ।
Explore ଲୂକ 2:8-9