ମାତିଉ ଏ ବଇ ବିସଇ ଜାନ୍ବାଟା
ଏ ବଇ ବିସଇ ଜାନ୍ବାଟା
ମସିଅକେ ରାଇଜ୍ ସାସନ୍ କର୍ବା ରାଜା ଆଇସି ବଲି ବିସ୍ବାସ୍ କର୍ତେରଇଲାଇ । ମାତିଉ ସେମନ୍ ବିସ୍ବାସ୍ କରିରଇବାଟା ବାଦ୍ଲାଇ ଦେଲା । ପର୍ମେସରର୍ ରାଇଜ୍ ଅଇଲାନି ଆତ୍ମାର୍ ରାଇଜ୍, ଏ ଜଗତର୍ ରାଇଜ୍ ନଏଁ ବଲି ସେଟା ଗୁର୍ତୁସଙ୍ଗ୍ ସିକାଇତେରଇଲା ।
ମାତିଉ ଲେକ୍ଲା ସୁବ୍କବର୍ ନୁଆ ନିଅମର୍ ପର୍ତୁମର୍ ବଇ ଇସାବେ ମିସାଇଲେ ନିକ । କାଇକେ ବଇଲେ ପୁର୍ନା ନିୟମର୍ ବାକିଅମନ୍ ଅଦିକ୍ ମିସି କରି ଆଚେ। ଏ ବଇ ପୁର୍ନା ନିୟମ୍କେ ଆରି ନୁଆ ନିୟମ୍କେ ମିସାଇସି । ପଣ୍ଡିତ୍ମନ୍ ମିସା କଇବାଇ ମାତିଉ ତାର୍ ଲେକାଟାନେ ମସାର୍ ନିୟମ୍ ବଇମନର୍ ପାରା କର୍ବାକେ ଚେସ୍ଟା କରିଆଚେ । ଜିସୁ ଡଙ୍ଗର୍ ଉପ୍ରେ ସିକିଆ ଦେବା ବିସଇ ମାତିଉ ୫:୭ ପର୍ମେସର୍ ମସାର୍ ନିୟମ୍ ଦେବା ବିସଇ ସଙ୍ଗ୍ ମିସା ତୁଲ୍ନା କରିଅଇସି ୨ୟ ବିବରଣି ୧୯:୩;୨୩–୩୩
ଏ ବଇବିତ୍ରେ ରଇଲାଟା
୧. ଜିସୁର୍ ଜନମ୍ ଆରି ତାର୍ ସେବାକାମ୍ । ୧–୪
୨. ଜିସୁର୍ ସେବାକାମ୍ ଆରି ସିକିଆ । ୫–୨୫
୩. ଜିସୁ କିରିସ୍ଟର୍ ମରନ୍ ଆରି ମରିକରି ଉଟ୍ବାଟା । ୨୬–୨୮
Đang chọn:
ମାତିଉ ଏ ବଇ ବିସଇ ଜାନ୍ବାଟା: Saa25
Tô màu
Sao chép
So sánh
Chia sẻ
Bạn muốn lưu những tô màu trên tất cả các thiết bị của mình? Đăng ký hoặc đăng nhập
The Desiya Bible © The Word for the World International and Desiya Translation Samithi, Koraput, Odisha. 2025