ପ୍ରେରିତ 25:6-7
ପ୍ରେରିତ 25:6-7 ODCLBSI
ଫେଷ୍ଟସ୍ ସେମାନଙ୍କ ସହିତ ଆଠ ଦଶ ଦିନ ରହି ସିସେରିଆକୁ ଫେରିଲେ। ତହିଁ ଆର ଦିନ ସେ ବିଚାରାଳୟରେ ବସି ପାଉଲଙ୍କୁ ଆଣିବା ପାଇଁ ଆଦେଶ ଦେଲେ। ପାଉଲ ଆସିବା କ୍ଷଣି ଯିରୂଶାଲମର ଇହୁଦୀମାନେ ତାଙ୍କ ଚାରିପଟେ ଘେରି ଯାଇ ଛିଡ଼ା ହେଲେ ଓ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ କଲେ। କିନ୍ତୁ ସେମାନେ ଏସବୁ ପ୍ରମାଣ କରିବାକୁ ସମର୍ଥ ହେଲେ ନାହିଁ।