ପ୍ରେରିତ 19:11-12
ପ୍ରେରିତ 19:11-12 ODCLBSI
ଈଶ୍ୱର ପାଉଲଙ୍କ ଦ୍ୱାରା ଅସାଧାରଣ ଆଶ୍ଚର୍ଯ୍ୟ କର୍ମସବୁ ସାଧନ କଲେ। ଏପରି କି ପାଉଲ ବ୍ୟବହାର କରୁଥିବା ରୁମାଲ ଓ ବସ୍ତ୍ର ରୋଗୀମାନଙ୍କ ପାଖକୁ ନିଆଗଲେ ସେମାନେ ସୁସ୍ଥ ହେଉଥିଲେ ଓ ସେମାନଙ୍କ ଦେହରୁ ପ୍ରେତାତ୍ମା ସବୁ ବାହାରି ଯାଉଥିଲେ।