ପ୍ରେରିତ 16:27-28
ପ୍ରେରିତ 16:27-28 ODCLBSI
କାରାରକ୍ଷକ ଚେଇଁ ଉଠିଲେ ଓ କାରାଗାରର ଦ୍ୱାର ସବୁ ଖୋଲା ଦେଖି ଭାବିଲେ ଯେ ବନ୍ଦୀମାନେ ପଳାଇଛନ୍ତି; ତେଣୁ ସେ ତାଙ୍କର ଖଡ୍ଗ ବାହାର କରି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ। କିନ୍ତୁ ପାଉଲ ଉଚ୍ଚ ସ୍ୱରରେ କହିଲେ, “ନିଜର କୌଣସି କ୍ଷତି କର ନାହିଁ। ଆମେ ସମସ୍ତେ ଏଠାରେ ଅଛୁ!”