ପ୍ରେରିତ 14:9-10

ପ୍ରେରିତ 14:9-10 ODCLBSI

ସେଠାରେ ବସି ସେ ପାଉଲଙ୍କ ଶିକ୍ଷା ଶୁଣୁଥିଲା। ତା’ ମନରେ ବିଶ୍ୱାସ ଜନ୍ମିଛି ଓ ସେ ସୁସ୍ଥ ହୋଇପାରିବ ବୋଲି ପାଉଲ ଜାଣିପାରିଲେ। ତେଣୁ ତା’ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ପାଉଲ ଉଚ୍ଚ ସ୍ୱରରେ କହିଲେ, “ପାଦରେ ଭାର ଦେଇ ସିଧା ଠିଆ ହୁଅ!” ଲୋକଟି ଡେଇଁ ପଡ଼ି ଚାରିପଟେ ଚାଲିବାକୁ ଲାଗିଲା।

អាន ପ୍ରେରିତ 14