ପ୍ରେରିତ 13:2-3

ପ୍ରେରିତ 13:2-3 ODCLBSI

ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବାବେଳେ, ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ମୁଁ ଯେଉଁ କାର୍ଯ୍ୟ ପାଇଁ ବର୍ଣ୍ଣବା ଓ ଶାଉଲଙ୍କୁ ଆହ୍ୱାନ କରିଛି, ସେଥିପାଇଁ ସେମାନଙ୍କୁ ମୋ’ ନିମନ୍ତେ ପୃଥକ୍ କର।” ଭାବବାଦୀମାନେ ଉପବାସ ଓ ପ୍ରାର୍ଥନା କରି ସେହି ଦୁଇ ଜଣଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ପ୍ରଚାର କାର୍ଯ୍ୟରେ ପଠାଇଲେ।

អាន ପ୍ରେରିତ 13