ଆଦି ପୁସ୍ତକ 40:8
ଆଦି ପୁସ୍ତକ 40:8 ODIAOV-BSI
ସେମାନେ କହିଲେ, ଆମ୍ଭେମାନେ ସ୍ଵପ୍ନ ଦେଖିଅଛୁ, ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ। ତେବେ ଯୋଷେଫ ସେମାନଙ୍କୁ କହିଲେ, ଅର୍ଥଜ୍ଞାନ କି ପରମେଶ୍ଵରଙ୍କର ଅଧୀନ ନୁହେଁ? ବିନୟ କରୁଅଛି, ତୁମ୍ଭମାନଙ୍କ ସ୍ଵପ୍ନ ମୋତେ କୁହ।