ଆଦି ପୁସ୍ତକ 40:23

ଆଦି ପୁସ୍ତକ 40:23 ODIAOV-BSI

ତଥାପି, ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ, ମାତ୍ର ତାଙ୍କୁ ପାସୋରି ପକାଇଲା।