ଆଦି ପୁସ୍ତକ 35:11-12
ଆଦି ପୁସ୍ତକ 35:11-12 ODIAOV-BSI
ପରମେଶ୍ଵର ତାଙ୍କୁ ଆହୁରି କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ଵର; ତୁମ୍ଭେ ପ୍ରଜାବ; ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବ, ପୁଣି ତୁମ୍ଭ କଟିଦେଶରୁ ରାଜଗଣ ଜାତ ହେବେ। ପୁଣି ଆମ୍ଭେ ଅବ୍ରହାମ ଓ ଇସ୍ହାକକୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା।

