ଯାତ୍ରା ପୁସ୍ତକ 8:24

ଯାତ୍ରା ପୁସ୍ତକ 8:24 ODIAOV-BSI

ଅନନ୍ତର ସଦାପ୍ରଭୁ ସେହି ପ୍ରକାର କଲେ; ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ୍ ଝାଙ୍କ ଉପସ୍ଥିତ ହେଲା; ପୁଣି ସମୁଦାୟ ମିସର ଦେଶ ଦଂଶକାଦି ହେତୁରୁ ନଷ୍ଟ ହେଲା।