ଯାତ୍ରା ପୁସ୍ତକ 5:8-9
ଯାତ୍ରା ପୁସ୍ତକ 5:8-9 ODIAOV-BSI
ପୁଣି ପୂର୍ବରେ ସେମାନଙ୍କ ଉପରେ ଯେତେ ଇଷ୍ଟକ ନିର୍ମାଣର ଭାର ଥିଲା, ଏବେ ସେହି ଭାର ଦିଅ; ତହିଁରୁ କିଛିମାତ୍ର ଊଣା କର ନାହିଁ; ଯେହେତୁ ସେମାନେ ଅଳସୁଆ; ଏଣୁ ଆମ୍ଭମାନଙ୍କୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଛାଡ଼ି ଦିଅ ବୋଲି ଡକା ପକାଉ ଅଛନ୍ତି; ଏହେତୁ ଏମାନେ କାର୍ଯ୍ୟ ଭାରରେ ଭାରାକ୍ରା; ହୋଇ ତହିଁରେ ବ୍ୟସ୍ତ ଥାʼନ୍ତୁ; ମିଥ୍ୟା କଥାରେ ଅବଧାନ ନ କରନ୍ତୁ।

