ଯାତ୍ରା ପୁସ୍ତକ 33:16-17

ଯାତ୍ରା ପୁସ୍ତକ 33:16-17 ODIAOV-BSI

କାରଣ ମୁଁ ଓ ତୁମ୍ଭର ଏହି ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛୁ , ଏହା ଏବେ କାହିଁରେ ଜଣାଯିବ? ଯେପରି ମୁଁ ଓ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକଠାରୁ ବିଶେଷ ଲୋକ ହେବା, ଆମ୍ଭମାନଙ୍କ ସହିତ ତୁମ୍ଭର ଗମନ ଦ୍ଵାରା କି ଏହା ଜଣାଯାଏ ନାହିଁ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଏହି ଯେଉଁ କଥା ତୁମ୍ଭେ କହିଲ, ତାହା ହିଁ ଆମ୍ଭେ କରିବା, କାରଣ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର, ପୁଣି ଆମ୍ଭେ ନାମ ଦ୍ଵାରା ତୁମ୍ଭକୁ ଜାଣୁ।