ଯାତ୍ରା ପୁସ୍ତକ 22:25
ଯାତ୍ରା ପୁସ୍ତକ 22:25 ODIAOV-BSI
ତୁମ୍ଭେ ଯେବେ ଆମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭର ପ୍ରତିବାସୀ କୌଣସି ଦରିଦ୍ର ଲୋକକୁ ଋଣ ଦିଅ, ତେବେ ତାହା ପ୍ରତି ମହାଜନ ତୁଲ୍ୟ ହେବ ନାହିଁ ଓ ତାହାଠାରୁ ସୁଧ ନେବ ନାହିଁ।