ឡូហ្គូ YouVersion
ព្រះគម្ពីរគម្រោងអានវីដេអូ
ទាញយកកម្មវិធី
ជម្រើសភាសា
អាយខន ស្វែង​រក

ខគម្ពីរពេញនិយមពី କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12

1

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:7

ପବିତ୍ର ବାଇବଲ (CL) NT (BSI)

ODCLBSI

ସମସ୍ତଙ୍କର ମଙ୍ଗଳ ସାଧନ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ପବିତ୍ରଆତ୍ମାଙ୍କ ଶକ୍ତି ବିଭିନ୍ନ ଭାବରେ ପ୍ରକାଶିତ ହୁଏ।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:7

2

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:27

ପବିତ୍ର ବାଇବଲ (CL) NT (BSI)

ODCLBSI

ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର। ତୁମ୍ଭେମାନେ ପ୍ରତ୍ୟେକେ ସେହି ଶରୀରର ଗୋଟିଏ ଗୋଟିଏ ଅଙ୍ଗ।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:27

3

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:26

ପବିତ୍ର ବାଇବଲ (CL) NT (BSI)

ODCLBSI

ଶରୀରର ଗୋଟିଏ ଅଙ୍ଗରେ ଯନ୍ତ୍ରଣା ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଯନ୍ତ୍ରଣା ଅନୁଭବ କରନ୍ତି। ଗୋଟିଏ ଅଙ୍ଗ ଗୌରବାନ୍ୱିତ ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଆନନ୍ଦର ଭାଗୀ ହୁଅନ୍ତି।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:26

4

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:8-10

ପବିତ୍ର ବାଇବଲ (CL) NT (BSI)

ODCLBSI

ପବିତ୍ରଆତ୍ମାଙ୍କ ଅନୁଗ୍ରହରୁ କେହି ବୁଦ୍ଧିମାନ ହୋଇ ବାକ୍ପଟୁ ହୁଏ ଓ ଆଉ କେହି ଜ୍ଞାନର କଥା କହେ। ସେହି ଏକ ପବିତ୍ରଆତ୍ମା କାହାକୁ ଦିଅନ୍ତି ବିଶ୍ୱାସ ଓ କାହାକୁ ଦିଅନ୍ତି ଆରୋଗ୍ୟ କରିବାର ଶକ୍ତି; କାହାକୁ ଦିଅନ୍ତି ଅଲୌକିକ କାର୍ଯ୍ୟ କରବାର କ୍ଷମତା, କାହାକୁ ଦିଅନ୍ତି ଈଶ୍ୱରଙ୍କ ଭାବବାଣୀ କହିବାର ଶକ୍ତି ଓ କାହାକୁ ବିଭିନ୍ନ ଆତ୍ମା ଚିହ୍ନିବାର ଦକ୍ଷତା; ପୁଣି ସେ କାହାକୁ ଦିଅନ୍ତି ବିଭିନ୍ନ ଭାଷାରେ କଥା କହିବାର ଶକ୍ତି ଓ ଆଉ କାହାକୁ ଦିଅନ୍ତି ସେହି ଭାଷାର ଅର୍ଥ କରିବାର ଦକ୍ଷତା।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:8-10

5

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:11

ପବିତ୍ର ବାଇବଲ (CL) NT (BSI)

ODCLBSI

କିନ୍ତୁ ଏସବୁ ସେହି ଏକ ଆତ୍ମା ହିଁ କରିଥା’ନ୍ତି। ସେ ନିଜର ଇଚ୍ଛା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ବିଭିନ୍ନ ବିଷୟ ଦାନ କରନ୍ତି।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:11

6

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:25

ପବିତ୍ର ବାଇବଲ (CL) NT (BSI)

ODCLBSI

ତେଣୁ ଶରୀର ମଧ୍ୟରେ କୌଣସି ବିଭେଦ ସୃଷ୍ଟି ହୁଏ ନାହିଁ, ବରଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ପରସ୍ପରର ଆବଶ୍ୟକତା ବୁଝନ୍ତି।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:25

7

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:4-6

ପବିତ୍ର ବାଇବଲ (CL) NT (BSI)

ODCLBSI

ଆତ୍ମିକ ଦାନ ବିଭିନ୍ନ ପ୍ରକାର, କିନ୍ତୁ ସେହି ଏକ ଆତ୍ମା ସେସବୁ ପ୍ରଦାନ କରନ୍ତି। ବିଭିନ୍ନ ଭାବରେ ସେବା କରାଯାଉଥିଲେ ସୁଦ୍ଧା ଏକ ପ୍ରଭୁଙ୍କର ସେବା ହୁଏ। କାର୍ଯ୍ୟ କରିବାର ଶକ୍ତି ବିଭିନ୍ନ ଧରଣର, କିନ୍ତୁ ଏକ ଈଶ୍ୱର ସେହିସବୁ ଶକ୍ତି ଯୋଗାଇ ଥାଆନ୍ତି।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:4-6

8

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:28

ପବିତ୍ର ବାଇବଲ (CL) NT (BSI)

ODCLBSI

ମଣ୍ଡଳୀରେ ଈଶ୍ୱର ପ୍ରଥମତଃ ପ୍ରେରିତ ଶିଷ୍ୟମାନଙ୍କୁ, ଦ୍ୱିତୀୟତଃ ଭବିଷ୍ୟତ୍ବକ୍ତାମାନଙ୍କୁ, ତୃତୀୟତଃ ଶିକ୍ଷାଗୁରୁମାନଙ୍କୁ ନିଯୁକ୍ତ କରି ଅଛନ୍ତି। ତା’ପରେ ଅଲୌକିକ କାର୍ଯ୍ୟସାଧନକାରୀ, ରୋଗ ସୁସ୍ଥକାରୀ, ସାହାଯ୍ୟକାରୀ, ପ୍ରଶାସନ କାର୍ଯ୍ୟରେ ଦକ୍ଷ ଏବଂ ବିଭିନ୍ନ ଭାଷାରେ କଥା କହିବା ବ୍ୟକ୍ତିମାନଙ୍କୁ ନିଯୁକ୍ତ କରି ଅଛନ୍ତି।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:28

9

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:14

ପବିତ୍ର ବାଇବଲ (CL) NT (BSI)

ODCLBSI

ଶରୀର ଗୋଟିଏ ଅଙ୍ଗରେ ଗଢ଼ା ନୁହେଁ। ଏହା ଅନେକ ଅଙ୍ଗର ସମଷ୍ଟି।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:14

10

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:22

ପବିତ୍ର ବାଇବଲ (CL) NT (BSI)

ODCLBSI

ଅନ୍ୟ ପକ୍ଷରେ, ଶରୀରରେ ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ମନେହୁଏ, ସେଗୁଡ଼ିକ ଅପରିହାର୍ଯ୍ୟ।

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:22

11

କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:17-19

ପବିତ୍ର ବାଇବଲ (CL) NT (BSI)

ODCLBSI

ସମସ୍ତ ଶରୀର ଯଦି କେବଳ ଆଖି ହୁଏ, ତେବେ ଶୁଣାଯିବ କିପରି? ପୁଣି ତାହା ଯଦି କେବଳ କାନ ହୁଏ, ତେବେ ଆଘ୍ରାଣ କରାଯିବ କିପରି? ପ୍ରକୃତ ପକ୍ଷେ, ଈଶ୍ୱର ବିଭିନ୍ନ ଅଂଶକୁ ଶରୀରର ବିଭିନ୍ନ ସ୍ଥାନରେ ନିଜ ଇଚ୍ଛା ଅନୁଯାୟୀ ଖଞ୍ଜିଛନ୍ତି। ସେସବୁ କେବଳ ଗୋଟିଏ ଅଙ୍ଗ ହୋଇଥିଲେ, ଶରୀର ସମ୍ଭବ ହୁଅନ୍ତା କିପରି?

ប្រៀបធៀប

រុករក କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ 12:17-19

ជំពូកមុន
ជំពូកបន្ទាប់
YouVersion

ទទួលការលើកទឹកចិត្តនិងជំរុញឱ្យអ្នកស្វែងរកភាពស្និទ្ធស្នាលជាមួយនឹងព្រះជាម្ចាស់ជាប្រចាំថ្ងៃ។

ព័ន្ធកិច្ច

អំពី

អាជីព

អ្នកស្ម័គ្រចិត្ត

ប្លុកសារ

ដំណឹង

តំណមានប្រយោជន៍

ជំនួយ

បរិច្ចាគ

ជំនាន់​ព្រះ​គម្ពីរ

ព្រះគម្ពីរជាសំឡេង

ភាសា​ព្រះ​គម្ពីរ

ខគម្ពីរ​សម្រាប់​ថ្ងៃ​នេះ


ព័ន្ធកិច្ចបែបឌីជីថលរបស់

Life.Church
English (US)

©2025 Life.Church / YouVersion

គោលការណ៍ច្បាប់ឯកជនលក្ខខណ្ឌ
កម្មវិធីបង្ហាញពីភាពងាយរងគ្រោះ
ហ្វេសប៊ុកTwitterអ៊ីនស្ដាក្រាមយូធូបPinterest

គេហ៍

ព្រះគម្ពីរ

គម្រោងអាន

វីដេអូ