1
ଆଦି ପୁସ୍ତକ 30:22
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ଅନନ୍ତର ପରମେଶ୍ଵର ରାହେଲକୁ ସ୍ମରଣ କଲେ ଓ ପରମେଶ୍ଵର ତାହାର ପ୍ରାର୍ଥନା ଶୁଣି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ।
ប្រៀបធៀប
រុករក ଆଦି ପୁସ୍ତକ 30:22
2
ଆଦି ପୁସ୍ତକ 30:24
ଏଣୁ ସେ ତାହାର ନାମ ଯୋଷେଫ (ବୃଦ୍ଧି) ଦେଇ, କହିଲା, ସଦାପ୍ରଭୁ ମୋତେ ଆଉ ଏକ ପୁତ୍ର ଦେଉନ୍ତୁ।
រុករក ଆଦି ପୁସ୍ତକ 30:24
3
ଆଦି ପୁସ୍ତକ 30:23
ତହୁଁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, ପରମେଶ୍ଵର ଏବେ ମୋହର ଅପମାନ ଦୂର କଲେ।
រុករក ଆଦି ପୁସ୍ତକ 30:23
គេហ៍
ព្រះគម្ពីរ
គម្រោងអាន
វីដេអូ