1
ଯାତ୍ରା ପୁସ୍ତକ 11:1
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ଓ ମିସର ଉପରେ ଆଉ ଏକ ଉତ୍ପାତ ଆଣିବା; ତହିଁ ଉତ୍ତାରେ ସେ ତୁମ୍ଭମାନଙ୍କୁ ଏ ସ୍ଥାନରୁ ଛାଡ଼ି ଦେବ; ପୁଣି ଛାଡ଼ିଦେବା ସମୟରେ ସେ ତୁମ୍ଭମାନଙ୍କୁ ନିତା; ତଡ଼ିଦେବ।
ប្រៀបធៀប
រុករក ଯାତ୍ରା ପୁସ୍ତକ 11:1
2
ଯାତ୍ରା ପୁସ୍ତକ 11:5-6
ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ। ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ।
រុករក ଯାତ୍ରା ପୁସ୍ତକ 11:5-6
3
ଯାତ୍ରା ପୁସ୍ତକ 11:9
ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଆମ୍ଭେ ଯେପରି ମିସର ଦେଶରେ ଆପଣା ଆଶ୍ଚର୍ଯ୍ୟକ୍ରିୟା ବହୁସଂଖ୍ୟକ କରିବା, ଏଥିପାଇଁ ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ।
រុករក ଯାତ୍ରା ପୁସ୍ତକ 11:9
គេហ៍
ព្រះគម្ពីរ
គម្រោងអាន
វីដេអូ