ଆଦି 7
7
ବାଉ ପବନ୍
1ତାର୍ ପଚେ ପର୍ମେସର୍ ନଅକେ କଇଲା ,ତମେ ଗରର୍ ସବୁଲକ୍ ଜାଜ୍ଲଗେ ପୁରା , କାଇକେ ବଇଲେ ଏ ଜୁଗର୍ ଲକ୍ମନର୍ ବିତ୍ରେ ତୁଇ ମର୍ ମୁଆଟେ ଦରମ୍ ଲକ୍ ବଲି ଦେକିଆଚି । 2ଆରି ପୁର୍ତିବି ଲଗେ ବେଲି କର୍ବାକେ ସବୁ ସୁକଲ୍ ଜନ୍ତ୍ଜିଆତ୍ ସାତ୍ ସାତ୍ଟା ମାଇଁ ଆଣ୍ଡ୍ରା ଆରି ସବୁ ଅସୁକଲ୍ ଜନ୍ତ୍ଜିଆତ୍ ଗଟେ ଗଟେ ମାଇଁ ଆଣ୍ଡ୍ରା , 3ସବୁ ରକାମର୍ ବୁଏଁ ରଇବା ଚଡଇମନ୍ ସାତ୍ ସାତ୍ଟା ମାଇଁ ଆଣ୍ଡ୍ରା ନିଜର୍ ସଙ୍ଗେ ନିଆ, ଜେନ୍ତିକି ଆରିତରେକ୍ ଏ ଜଗତ୍ ତେଇ ବେଲି କର୍ବାକେ ସବୁ ରକାମର୍ ପସୁପକି ଜିଇ ରଅତ୍ । 4କାଇକେ ବଇଲେ ସାତ୍ଦିନ୍ ଗାଲା ପଚେ ଚାଲିସ୍ ଦିନ୍ ଚାଲିସ୍ ରାତି ପୁର୍ତିବି ଲଗେ ବର୍ସା ମାରାଇ ପୁର୍ତିବି ତେଇ ମୁଇ ତିଆର୍ କରି ରଇବା ମର୍ ଜନ୍ତ୍ଜିଆତ୍କେ ମରାଇ ଦେବି । 5ନଅ ପର୍ମେସରର୍ ଆଗିଆଁ ଅନୁସାରେ ସବୁ କାମ୍ କଲା । 6ନଅର୍ ଚଅସ ବରସ୍ ବଇସେ ପୁର୍ତିବି ତେଇ ବଡ୍ ବାଉପବନ୍ ଅଇଲା । 7ସେଟାର୍ ପାଇ ବଡ୍ ବାଉପବନ୍ ଆଇଲାକେ ନଅ ଆରି ତାର୍ ମାଇଁଜି ପିଲା ଆରି ବୁଆରି ମନ୍ ଜାଜ୍ବିତ୍ରେ ପୁର୍ଲାଇ । 8ଆରି ନଅର୍ ଲଗେ ପର୍ମେସରର୍ ଆଗିଆଁ ଅନୁସାରେ ସୁକଲ୍ ଆରି ଅସୁକଲ୍ ଜନ୍ତ୍ଜିଆତ୍ମନ୍ ଆରି ବୁଏଁ କାଇ ପେଟ୍ସଙ୍ଗେ ରାଙ୍ଗ୍ବା ଜନ୍ତ୍ ଜିଆତ୍ମନ୍ ଜଡା ଜଡା ଅଇ 9ନଅର୍ ଲଗେ ଜାଇ ଜାଜ୍ ବିତ୍ରେ ପୁର୍ଲାଇ । 10ଆରି ସାତ୍ଦିନ୍ ଗାଲାପଚେ ପୁର୍ତିବି ଲଗେ ବଡ୍ ବାଉପବନ୍ ଆରାମ୍ ଅଇଲା ।
11ନଅର୍ ବଇସ୍ ଚଅସ ବରସ୍ ବଇଁସେ ଦୁଇମାସର୍ ସତର୍ ଦିନେ ବଡ୍ ସମ୍ଦୁରର୍ ଚାରିବେଟ୍ତି ଗେରି ରଇଲା ପାଚୁରି ମନ୍ ବାଙ୍ଗିଗାଲା , ଆରି ଆକାସର୍ ଦୁଆର୍ ସବୁ ଉଗାଡି ଅଇଲା । 12ତାର୍ ପଚେ ଚାଲିସ୍ ଦିନ୍ ଚାଲିସ୍ ରାତି ପୁର୍ତିବି ଲଗେ ବଡ୍ ବାଉପବନ୍ ଅଇଲା । 13ସେ ଦିନେ ନଅ , ଆରି ସେମ ଆରି ଆମ ଆରି ଜେପତ୍ ନାଅଁର୍ ନଅର୍ ପିଲାମନ୍, ଆରି ସେମନର୍ ସଙ୍ଗେ ନଅର୍ ମାଇଜି ଆରି ତିନ୍ଟା ବୁଆରି ଜାଜ୍ଲଗେ ପୁର୍ଲାଇ, 14ଆରି ସବୁ ଜାତିର୍ ଗାଅଁର୍ ଆରି ବନର୍ ଜିବ୍ଜନ୍ତୁ ଆରି ସବୁଜାତିର୍ ପେଟ୍ ସଙ୍ଗେ ରାଙ୍ଗ୍ବାଟା ମନ୍ ଆରି ସବୁ ଜାତିର୍ ବୁଏଁ କାଇବାଟା ମନ୍ ଆରି ସବୁରକାମର୍ ଚଡଇ , ତାକର୍ ସଙ୍ଗେ କେଟ୍ଲାଇ। 15ଆରି ଜିବନ୍ ରଇବା ସବୁ ରକାମର୍ ଜନ୍ତ୍ଜିଆତ୍ ଜଡା ଜଡା ଅଇ ନଅର୍ ଲଗେ ଜାଇ ଜାଜ୍ ବିତ୍ରେ ପୁର୍ଲାଇ । 16ପର୍ମେସରର୍ ଆଗିଆଁ ଅନୁସାରେ ସବୁ ରକାମର୍ ଜନ୍ତ୍ଜିଆତ୍ ମାଇଁ ଆଣ୍ଡ୍ରା ମାଇ ଆଣ୍ଡ୍ରା ଅଇ ଜାଜ୍ ବିତ୍ରେ ପୁର୍ଲାଇ , ତାର୍ପଚେ ସବୁବେଲର୍ ମାପ୍ରୁ ସେ ଜାଜର୍ କାପାଟ୍ ଡାବି ଦେଲା । 17ତାର୍ ପଚେ ଚାଲିସ୍ ଦିନ୍ ଜାକ ପୁର୍ତିବି ତେଇ ବଡ୍ ବାଉ ପବନ୍ ଅଇଲା ଆରି ପାନିପବନ୍ ବେସି ଅଇକରି ଜାଜ୍ ବୁଏଁ ଚାଡିକରି ପାନି ଉପ୍ରେ ପଇଁଲା । 18ଆରି ପୁର୍ତିବି ଲଗେ ବେସି ବାଉପବନ୍ ଅଇ ପାନି ବଡି ବଡି ଗାଲାକେ ଜାଜ୍ ପାନି ଉପ୍ରେ ବଙ୍ଗଲ୍ଲା। 19ପୁର୍ତିବି ଉପ୍ରେ ବାଉପବନ୍ ବେସି ଅଇ ବଡିଜାଇ ଆକାସ୍ ତଲର୍ ସବୁ ଡେଙ୍ଗ୍ଡେଙ୍ଗ୍ ଡଙ୍ଗର୍ ମନ୍କେ ଡାବିଦେଲା । 20ତେବର୍ ପାଇ ସବୁର୍ଟାନୁ ଡେଙ୍ଗ୍ ଡଙ୍ଗର୍କେ ଚାଡିକରି ପନ୍ଦ୍ର ଆତ୍ ଜାକ ପାନି ଉପ୍ରେ ଉଟ୍ଲା; ସେଟାର୍ ପାଇ ଡଙ୍ଗର୍ ପର୍ବତ୍ ସବୁ ଡାବିଦେଲା । 21ସେଟାର୍ ପାଇ ଜଗତେ ରଇବା ସବୁଜାକ ବୁଏଁ ରଇବା ଜିବ୍ଜନ୍ତୁ ମରିଗାଲାଇ , ଆରି ,ଚଡଇ ଗାଅଁର୍ ଆରି ବନର୍ ଜନ୍ତ୍ ଆରି ପୁର୍ତିବି ଲଗେ ରାଙ୍ଗ୍ବା ଜନ୍ତ୍ଜିଆତ୍ ମନ୍ ଆରି ସବୁ ନର୍ଲକ୍ ମଲାଇ। 22ଆରି ସୁକ୍ଲା ବୁଏଁ ଜେତ୍କି ରଇବା ନାକେ ପୁଣ୍ଡା ରଇଲା, ସବୁଜାକ ଜିବ୍ଜନ୍ତୁ ମଲାଇ । 23ଏ ରକାମ୍ ପୁର୍ତିବି ଉପ୍ରେ ଜିବନ୍ ରଇଲା ସବୁଜାକ ମରି ଗାଲାଇ , ଆରି, ନର୍ଲକ୍, ଜନ୍ତ୍, ବୁଏଁ ରାଙ୍ଗ୍ବାଜନ୍ତ୍, କେଚର୍ ଚଡଇ, ସବୁଜାକ ପୁର୍ତିବି ତେଇ ରଇବା ସବୁଜାକ ମରି ଗାଲାଇ,ଗଟେ ନଅ ଆରି ଜାଜ୍ ବିତ୍ରେ ରଇବା ତାର୍ ଗରର୍ ଲକ୍ ସବୁ ବଁଚ୍ଲାଇ । 24ଏରକାମ୍ ପୁର୍ତିବି ସଏ ପଚାସ୍ ଦିନ୍ ଜାକ ପାନି ଲଗେ ବୁଡି ରଇଲା ।
Currently Selected:
ଆଦି 7: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025