1
ଆଦି 7:1
Desiya Bible, 2025
Saa25
ତାର୍ ପଚେ ପର୍ମେସର୍ ନଅକେ କଇଲା ,ତମେ ଗରର୍ ସବୁଲକ୍ ଜାଜ୍ଲଗେ ପୁରା , କାଇକେ ବଇଲେ ଏ ଜୁଗର୍ ଲକ୍ମନର୍ ବିତ୍ରେ ତୁଇ ମର୍ ମୁଆଟେ ଦରମ୍ ଲକ୍ ବଲି ଦେକିଆଚି ।
Compare
Explore ଆଦି 7:1
2
ଆଦି 7:24
ଏରକାମ୍ ପୁର୍ତିବି ସଏ ପଚାସ୍ ଦିନ୍ ଜାକ ପାନି ଲଗେ ବୁଡି ରଇଲା ।
Explore ଆଦି 7:24
3
ଆଦି 7:11
ନଅର୍ ବଇସ୍ ଚଅସ ବରସ୍ ବଇଁସେ ଦୁଇମାସର୍ ସତର୍ ଦିନେ ବଡ୍ ସମ୍ଦୁରର୍ ଚାରିବେଟ୍ତି ଗେରି ରଇଲା ପାଚୁରି ମନ୍ ବାଙ୍ଗିଗାଲା , ଆରି ଆକାସର୍ ଦୁଆର୍ ସବୁ ଉଗାଡି ଅଇଲା ।
Explore ଆଦି 7:11
4
ଆଦି 7:23
ଏ ରକାମ୍ ପୁର୍ତିବି ଉପ୍ରେ ଜିବନ୍ ରଇଲା ସବୁଜାକ ମରି ଗାଲାଇ , ଆରି, ନର୍ଲକ୍, ଜନ୍ତ୍, ବୁଏଁ ରାଙ୍ଗ୍ବାଜନ୍ତ୍, କେଚର୍ ଚଡଇ, ସବୁଜାକ ପୁର୍ତିବି ତେଇ ରଇବା ସବୁଜାକ ମରି ଗାଲାଇ,ଗଟେ ନଅ ଆରି ଜାଜ୍ ବିତ୍ରେ ରଇବା ତାର୍ ଗରର୍ ଲକ୍ ସବୁ ବଁଚ୍ଲାଇ ।
Explore ଆଦି 7:23
5
ଆଦି 7:12
ତାର୍ ପଚେ ଚାଲିସ୍ ଦିନ୍ ଚାଲିସ୍ ରାତି ପୁର୍ତିବି ଲଗେ ବଡ୍ ବାଉପବନ୍ ଅଇଲା ।
Explore ଆଦି 7:12