ଆଦି 4
4
କଏନ ଆରି ଏବଲ୍
1ଆଦମ୍ ନିଜର୍ ମାଇଁଜି ଅବାକେ ସୁଆବସା କଲାକେ, ସେ ଗାଗ୍ଡେ ଅଇ କଇନ୍ ନାଅଁର୍ ଗଟେକ୍ ପିଲା ଜନମ୍ ଅଇଲା, ତାର୍ ଅରତ୍ ଅଇଲାନି ଲାବ୍, ପର୍ମେସରର୍ ସାଇଜରେ ମକେ ଗଟେକ୍ ପିଲା ଜନମ୍ ଅଇଲା । 2ତାର୍ପଚେ ଏବଲ୍ ନାଉଁର୍ ଗଟେକ୍ ପିଲା ଜନମ୍ ଅଇଲା ତାର୍ ନାଉଁ ଅଇଲାନି ଏବଲ୍, ଆର୍ ଅରତ୍ ଅଇଲାନି ମେଣ୍ଡା ଗଉଡ୍ ଆରି କଇନ୍ ଚାସ୍କାମ୍ କରୁ ଅଇଲା। 3କେତେ ଦିନ୍ ଗାଲାପଚେ କଇନ୍ ପର୍ମେସରର୍ ଉଦେସେ ତାର୍ ବାଡର୍ ପଲ୍ ଆନି ସରପ୍ଲା। 4ଆରି ଏବଲ୍ ମିସା ନିଜର୍ ରାସିର୍ ପର୍ତୁମ୍ ଜନମ୍ ଅଇଲା କେତେଟା ମେଣ୍ଡା ଆରି ଚର୍ବି ଆନି ସରପ୍ଲା, ପର୍ମେସର୍ ଏବଲ୍କେ ଆରି ତାର୍ ପୁଜାକେ ନିଜର୍ କଲା । 5ମାତର୍ କଇନ୍କେ ଆରି ତାର୍ ବଲିକେ ମନା କରିଦେଲା, ସେଟାର୍ ପାଇଁ କଇନ୍ ବେସି ରିସା ଅଇ କରି ମୁଁକେ ଉତ୍ରାଇ ଦେଲା । 6ସେଟାର୍ ପାଇଁ ପର୍ମେସର୍ କଇନ୍କେ କଇଲା, ତୁଇ କାଇକେ ରିସା ଅଇଲୁସ୍ନି ? ଆରି କାଇକେ ମନ୍ଦୁକ୍ କଲୁସ୍ନି? 7ସତ୍ କାମ୍କଲେ କାଇ, ମୁଁକେ, ଉପ୍ରେ ଟେକିକରି ନ ବୁଲ୍ତୁସ୍ କି? ସତ୍କାମ୍ ନ କଲେ, ପାପ୍ ଦୁଆରେ ଲୁଚି ରଇସି, ସେ ତକେ ସାସନ୍ କଲାନି , ମାତର୍ ତମେ ତାର୍ ଉପ୍ରେ ସାସନ୍ କର୍ବା କାତା।
8ତାର୍ପଚେ କଇନ୍ ନିଜର୍ ବାଇ ଏବଲ୍ ସଙ୍ଗେ କାତାବାର୍ତା ଅଇଲା। ତାର୍ପଚେ ଚାସ୍ବାଡେ ରଇବା ବେଲେ କଇନ୍ ନିଜର୍ ବାଇ ଏବଲ୍କେ ମାରି ମରାଇ ଦେଲା । 9ତାର୍ପଚେ ସବୁ ବେଲର୍ ପର୍ମେସର୍ କଇନ୍କେ ପାଚାର୍ଲା, ତର୍ବାଇ ଏବଲ୍ କନ୍ତେଇ ଆଚେ ? ସେ କଇଲା ମୁଇଁ ନାଜାନି, ମୁଇଁ କାଇ ମର୍ ବାଇକେ ରକିଆ କର୍ବା ଲକ୍ କି ? 10ପର୍ମେସର୍ କଇଲା, ତୁଇ କାଇଟା କରି ଆଚୁସ୍ ? ତର୍ ବାଇର୍ ବନି ମକେ ବୁଏଁ ଅନି ଡାକ୍ଲାନି । 11ସେଟାର୍ ପାଇଁ ଜନ୍ ବୁଏଁ ତର୍ ଆତେ ଅନି ତର୍ ବାଇର୍ ବନି କାଇଲାକେ ନିଜର୍ ମୁଁ ଦେକାଇ ବୁଲ୍ଲୁସ୍ନି, ସେ ବୁଏଁ ଏବେ ତମେ ଅବିସାପ୍ ପାଇଲୁସ୍ । 12ସେ ବୁଇଁଲଗେ ଚାସ୍କାମ୍ କଲେ ମିସା ସେଟା ନିଜର୍ ବପୁ ଦେଇ ଆରି ତମର୍ ସେବା ନ କରେ, ତମେ ପୁର୍ତିବି ଲଗେ ପାଲାଇ ବୁଲ୍ବା ପର୍ଦେସି ପାରା ଲକ୍ ଅଇସା । 13କଇନ୍ ପର୍ମେସର୍କେ କଇଲା, ମର୍ ଡଣ୍ଡ୍ ସମାଲି ଅଏ ନାଇଁ । 14ଦେକା ତୁଇ ଆଜି ମକେ ଏ ଜାଗାଇ ଅନି କେଦି ଦେଲୁସ୍, ସେଟାର୍ ପାଇଁ ତମର୍ ମୁଆଟେ ଅନି ଆଜିଜିବି, ଏଟାର୍ ପାଇଁ ପୁର୍ତିବି ତେଇ ଆରି ପାଲାଇ ବୁଲ୍ବା ଲକ୍ ଅଇ ଏରକାମ୍ ଅଇବି ଜେ, କେ ମିସା ଦେକ୍ଲେ ମକେ ମାରି ମରାଇବାଇ । 15ଆରି ପର୍ମେସର୍ ତାକେ କଇଲା, ସେଟାର୍ପାଇଁ କେ ଜଦି କଇନ୍କେ ମର୍ତେ ମାର୍ଲେ, ତାର୍ ସାତ୍ଗୁନ୍ ଦଣ୍ଡ୍ ପାଇସି। ଆରି କେ ତାକେ ଦେକି ଜେନ୍ତି କି ନ ମାରତ୍, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ କଇନର୍ ପାଇଁ ଗଟେକ୍ ଚିନ୍ ତିଆର୍ କଲା 16ତାର୍ପଚେ କଇନ୍ ସବୁବେଲର୍ ମାପ୍ରୁର୍ ଲଗେ ଅନି ପାଲାଇ ଜାଇ ଏଦନ୍ ବାଡର୍ ପୁରୁବ୍ ଦିଗର୍ ନଦ ନାଅଁର୍ ଜାଗାଇ ବାସା କଲା ।
କଇନର୍ କୁଟୁମ୍
17ଆରି କଇନ୍ ନିଜର୍ ମାଇଁଜିକେ ସୁଆବସା କଲାକେ, ସେ ଗାଗ୍ଡେ ଅଇ ଅନକକେ ଜନମ୍ଦେଲା, ଆରି ସେ ଗଟେକ୍ ନଅଁର୍ ତିଆର୍ କରି ନିଜର୍ ପିଲାର୍ ନାଉଁ ଇସାବ୍ରେ ତାର୍ ନାଉଁ ଅନକ ଦେଲା । 18ସେ ଅନକର୍ ପିଲା ଇରଦ ଆରି ଇରଦର୍ ପିଲା ମଉଆଏଲ୍ ଆରି ମଉଆଏଲର୍ ପ, ମତୁସାଏଲ୍ ଆରି ମତୁସାଏଲର୍ ପ, ଲେମକ୍ । 19ଏ ଲେମକ ଦୁଇଟା ମାଇଜିକେ ବିବାଅଇ ରଇଲା, ଗଟେକର୍ ନାଉଁ ଆଦା ଆରି ଗଟେଲକର୍ ନାଉଁ ସିଲା ରଇଲା । 20ଆଦାରର୍ ପେଟେଅନି ଜାବଲ୍ ଜନମ୍ ଅଇଲା, ସେ ତମୁଲଗେ ବାସାଅଇ ରଇଲା ଆରି ପସୁ ପାଲନ୍ କରୁ ମନର୍ ଆନିଦାଦି ରଇଲା । 21ତାର୍ ବାଇର୍ ନାଉଁ ଜୁବଲ୍, ସେ ଡୁଡୁଙ୍ଗା ଆରି ବାଉଁସି ପୁକୁ ମନର୍ ଆନିଦାଦି ରଇଲା । 22ସିଲାର୍ ଗର୍ବେ ଅନି ତୁବଲ୍ କଇନ୍ ଜନମ୍ ଅଇଲାଇ, ସେ ପିତଲ୍ ଆରି ଲୁଆର୍ ବିନ୍ବିନ୍ ରକାମର୍ ଅସ୍ତର୍ ସସ୍ତର୍ ତିଆର୍ କରୁ ରଇଲା । ତୁବଲ୍ କଇନର୍ ନୟମା ନାଅଁର୍ ଗଟେକ୍ ବଇନି ରଇଲା । 23ତାର୍ପଚେ ଲେମକ ନିଜର୍ ମାଇଜି ମନ୍କେ କଇଲା,
ଏ ଆଦା ଆରି ସିଲା, ମର୍କାତା ସୁନା,
ଏ ଲେମକର୍ ମାଇଜିମନ୍, ତମେ ମର୍ କାତାକେ କାନ୍ ଡେରି ସୁନା,
ଗଟେକ୍ ଦାଙ୍ଗ୍ଡା ମକେ କସ୍ଟ ଦେଲାକେ, କସ୍ଟର୍ ବାଦୁଲେ ମୁଇ ତାକେ ମର୍ତେ ମାରି ଦେଲି ।
24ଜଦି କଇନ୍କେ ମାର୍ଲା ବାଦୁଲେ ସାତ୍ଗୁନ୍ ଅଇସି ବଇଲେ,
ଲେମକର୍ ବାଦୁଲେ ସତୁରି ସାତ୍ ଗୁନ୍ ଅଇବାଟା ଅଇସି ଆକା ।
ସେତ୍ ଆରି ଇନସ୍
25ତାର୍ପଚେ ଆଦମ୍ ଆରି ଗଟେକ୍ ତର୍ ନିଜର୍ ମାଇଜି ସଙ୍ଗେ ସୁଆବସା କଲାକେ, ସେ ଗଟେକ୍ ପିଲା ଜନମ୍ କରି ତାର୍ ନାଉଁ ସେତ୍ ବଲି କରି ଦେଲାଇ, ସେଟାର୍ ପାଇଁ ସେ କଇଲା, ପର୍ମେସର୍ ଏବଲର୍ ବାଦୁଲେ ଆରି ଗଟେକ୍ ପିଲା ମକେ ଦେଲାଆଚେ, କାଇକେ ବଇଲେ କଇନ୍ ତାକେ ମର୍ତେ ମାରି ରଇଲା । 26ତାର୍ପଚେ ସେତ୍କେ ମିସା ଗଟେକ୍ ପିଲା ଜନମ୍ ଅଇଲା, ଆରି ସେ ତାର୍ ନାଉଁ ଇନସ୍ ବଲିକର ଦେଲା । ସେ ବେଲେ ଅନି ନର୍ଜାତି ମନ୍ ପର୍ମେସରର୍ ନାଉଁରେ ପାର୍ତନା କର୍ବାର୍ ଦାର୍ଲାଇ।
Currently Selected:
ଆଦି 4: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025