1
ଆଦି 4:7
Desiya Bible, 2025
Saa25
ସତ୍ କାମ୍କଲେ କାଇ, ମୁଁକେ, ଉପ୍ରେ ଟେକିକରି ନ ବୁଲ୍ତୁସ୍ କି? ସତ୍କାମ୍ ନ କଲେ, ପାପ୍ ଦୁଆରେ ଲୁଚି ରଇସି, ସେ ତକେ ସାସନ୍ କଲାନି , ମାତର୍ ତମେ ତାର୍ ଉପ୍ରେ ସାସନ୍ କର୍ବା କାତା।
Compare
Explore ଆଦି 4:7
2
ଆଦି 4:26
ତାର୍ପଚେ ସେତ୍କେ ମିସା ଗଟେକ୍ ପିଲା ଜନମ୍ ଅଇଲା, ଆରି ସେ ତାର୍ ନାଉଁ ଇନସ୍ ବଲିକର ଦେଲା । ସେ ବେଲେ ଅନି ନର୍ଜାତି ମନ୍ ପର୍ମେସରର୍ ନାଉଁରେ ପାର୍ତନା କର୍ବାର୍ ଦାର୍ଲାଇ।
Explore ଆଦି 4:26
3
ଆଦି 4:9
ତାର୍ପଚେ ସବୁ ବେଲର୍ ପର୍ମେସର୍ କଇନ୍କେ ପାଚାର୍ଲା, ତର୍ବାଇ ଏବଲ୍ କନ୍ତେଇ ଆଚେ ? ସେ କଇଲା ମୁଇଁ ନାଜାନି, ମୁଇଁ କାଇ ମର୍ ବାଇକେ ରକିଆ କର୍ବା ଲକ୍ କି ?
Explore ଆଦି 4:9
4
ଆଦି 4:10
ପର୍ମେସର୍ କଇଲା, ତୁଇ କାଇଟା କରି ଆଚୁସ୍ ? ତର୍ ବାଇର୍ ବନି ମକେ ବୁଏଁ ଅନି ଡାକ୍ଲାନି ।
Explore ଆଦି 4:10
5
ଆଦି 4:15
ଆରି ପର୍ମେସର୍ ତାକେ କଇଲା, ସେଟାର୍ପାଇଁ କେ ଜଦି କଇନ୍କେ ମର୍ତେ ମାର୍ଲେ, ତାର୍ ସାତ୍ଗୁନ୍ ଦଣ୍ଡ୍ ପାଇସି। ଆରି କେ ତାକେ ଦେକି ଜେନ୍ତି କି ନ ମାରତ୍, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ କଇନର୍ ପାଇଁ ଗଟେକ୍ ଚିନ୍ ତିଆର୍ କଲା
Explore ଆଦି 4:15