ଆଦି 34
34
ଦିନାକେ କରାପ୍ କାମ୍ କର୍ବାଟା
1ତାର୍ପଚେ ଲେଆର୍ ଲଗେ ଅନି ଜନମ୍ ଅଇଲା ଦିନା ନାଉଁର୍ ଜାକୁବର୍ ଟକି ସେ ଦେସର୍ ଟକି ମନର୍ ସଙ୍ଗେ ବେଟ୍ ଅଇବାକେ ଗାଲା । 2ତାର୍ପଚେ ଇଦିଅ ଅମର୍ ନାଉଁର୍ ଗଟେକ୍ ଦେସ୍ ଚାଲାଇବା ଲକର୍ ପିଲା ସିକିମ୍ ତାକେ ଦେକ୍ଲା, ଆରି ତାକେ ନେଇଁ କରି ତାର୍ ସଙ୍ଗ୍ ସୁଆବସା କରି ତାକେ ଇଜତ୍ ଜିକ୍ଲା। 3ଆରି ଜାକୁବର୍ ସେ ଟକି ଦିନା ଲଗେ ତାର୍ ମନ୍ ତାକେ ମଇଲାକେ ସେ ଦାଙ୍ଗ୍ଡିକେ ମନ୍କରି ତାକେ ଆଲାଦର୍ କାତା କଇବାର୍ ଦାର୍ଲା । 4ତାର୍ପଚେ ସିକିମ୍ ନିଜର୍ ବାବା ଅମରକେ କଇଲା, ତୁଇ ମକେ ସେ ଦାଙ୍ଗ୍ଡିର୍ ସଙ୍ଗେ ବିବା କରି ଦେ ।
5ତାର୍ପଚେ ଜାକୁବ୍ ନିଜର୍ ଟକି ଦିନାକେ ସିକିମ୍ ଇଜତ୍ ଜିକ୍ଲା କାତା ସୁନ୍ଲା, ସେଡ୍କିବେଲେ ତାର୍ ପିଲାମନ୍ ପଦାଇ ଗରୁ ଗାଇ ଚାରାଇବାକେ ଜାଇ ରଇଲାଇକେ ଜାକୁବ୍ ସେମନ୍ ଆଇବା ଜାକ ଚୁପ୍ ଅଇ ରଇଲା । 6ତାର୍ପଚେ ସିକିମର୍ ବାବା ଅମର୍ ଜାକୁବର୍ ସଙ୍ଗେ କାତାବାର୍ତା କର୍ବାକେ ଗାଲା । 7ଆରି ଜାକୁବର୍ ପିଲାମନ୍ ସେ କବର୍ ସୁନିକରି ଜମି ଲଗେ ଅନି ଆସି ରଇଲାଇ, କାଇକେ ବଇଲେ ସିକିମ୍ ଜାକୁବର୍ ଟକି ସଙ୍ଗ୍ ସୁଆବସା କରି ଇସ୍ରାଏଲ୍ ବିରୁଦେ ନ କର୍ବା କାରାପ୍ କାମ୍ କରି ରଇଲା, ସେଟାର୍ ପାଇଁ ସେମନ୍ ବେସି ରିସା ଅଇ ବେର୍ଦାରି ରଇଲାଇ । 8ସେଡ୍କିବେଲେ ଅମର୍ ସେମନର୍ ସଙ୍ଗ୍ କାତାବାର୍ତା କରି କଇଲା, ତମର୍ ଏ ଟକିକେ ମର୍ ପିଲା ମନ୍ କଲା ଆଚେ , ମୁଇଁ ବାବୁଜିଆ କଲିନି, ମର୍ ପିଲା ସଙ୍ଗ୍ ତାକେ ବିବା କରି ଦିଆସ୍ । 9ଆରି ଆମର୍ ସଙ୍ଗେ ସମ୍ନ୍ଦି ଜଡ୍ବାକେ ରାଜି ଉଆ, ତମର୍ ଟକିକେ ଆମ୍କେ ଦିଆ, ଆମର୍ ଟକିକେ ତମେ ନିଆ । 10ସେନ୍ତାର୍ ଆଲେ, ତମେ ଆମର୍ ସଙ୍ଗ୍ ବାସ୍ କର୍ସା, ସାରା ଦେସ୍ ଜାକର୍ ଜମି ବାଡା ବେକାର୍ ପଡିଆ ଗାଲାନି , ସେ ଜାଗାଇ ବାସା ଉଆ ଆରି ବେପାର୍ କରା ଆରି ନିଜର୍ ଅଦିକାର୍ କରା । 11ଆରି ସିକିମ୍ ଦିନାର୍ ବାବାକେ ଆରି ବାଇ ମନ୍କେ କଇଲା, ମର୍ ପାଇଁ ତମର୍ ଆସିର୍ବାଦ୍ ରଅ, ତାର୍ପଚେ ଜାଇଟା ମାଙ୍ଗ୍ସା, ସେଟା ମୁଇଁ ତମ୍କେ ଦେବି । 12ଆରି ଜଲା ଜେତ୍କି ମାଙ୍ଗ୍ସା, ତମର୍ କାତା ଇସାବେ ସେତ୍କି ଦେବି, ମାତର୍ କେନ୍ତି ମିସା ମର୍ ପିଲା ସଙ୍ଗେ ତର୍ ଟକିକେ ବିବା କରିଦେସ୍ । 13ତେବର୍ ପାଇ ସିକିମ୍ ଜାକୁବର୍ ପିଲା ମନର୍ ବଇନି ଦିନାକେ କାରାପ୍ କରି ରଇଲାର୍ ପାଇଁ ସେମନ୍ ସିକିମ୍ ଆରି ତାର୍ ବାବା ଅମର୍ ସଙ୍ଗେ ଚାଲାକି ସଙ୍ଗେ କାତାବାର୍ତା କରି କଇଲାଇ । 14ଆମେ ସୁନତ୍ ନ ଅଇ ରଇଲା ଲକ୍କେ ଆମର୍ ବଇନିକେ ନ ଦେଉଁ, ସେନ୍ତିଦେଲେ , ଆମର୍ ଇଜତ୍ ଜାଇସି । 15ସେଟାର୍ ପାଇଁ ଗଟେକ୍ କାମ୍ କର୍ସା, ଆମର୍ ପାରା ତମେ ମିସା ସବୁ ମୁନୁସ୍ ପିଲାମନ୍ ସୁନତ୍ ଅଇସା, ତେବେ ଆମେ ମିସା ତମର୍ କାତାରେ ରାଜି ଅଇବୁ । 16ଆମେ ତମ୍କେ ଦାଙ୍ଗ୍ଡି ଦେବୁ ଆରି ତମର୍ ଦାଙ୍ଗ୍ଡିକେ ଆମେ ବିବା ଅଇବୁ, ଆରି ତମର୍ ସଙ୍ଗେ ବାସା କରି ଗଟେକ୍ ଲକ୍ ଅଇବୁ । 17ମାତର୍ ଆମେ ଜେବେ ସୁନତ୍ ବିସଇରେ ଆମର୍ କାତା ନ ମାନାସ୍, ବଇଲେ ଆମେ ସେ ଦାଙ୍ଗ୍ଡିକେ ଡାକି ଦାରିଜିବୁ ।
18ସେଡ୍କିବେଲେ ସେମନ୍ ଏ କାତାକେ ଅମର୍ ଆରି ତାର୍ ପିଲା ସିକିମ୍ ରାଜିଅଇଲା । 19ଆରି ସେ ଦାଙ୍ଗ୍ଡା ଦାପ୍ରେ ସେ କାମ୍କଲା, କାଇକେବଇଲେ ସେ ଜାକୁବର୍ ଟକିକେ ବେସି ମନ୍ କଲା । ସେ ସିକିମ୍ ତାର୍ ବାବାର୍ କୁଟୁମ୍ ସବୁ ଲକର୍ ଟାନେ ଅନି ବେସି ସାଉକାର୍ ରଇଲା ।
20ତାର୍ପଚେ ଅମର୍ ଆରି ତାର୍ ପିଲା ସିକିମ୍ ନିଜର୍ ଗାଉଁର୍ ଡାଣ୍ଡେ ଆସି ଗାଉଁର୍ ଲକ୍ବାକ୍ ମନର୍ ସଙ୍ଗ୍ କାତାବାର୍ତା କରି କଇଲାଇ, 21ଏ ଲକ୍ମନ୍ ଆମର୍ ସଙ୍ଗେ ବନ୍ଦୁସମ୍ନ୍ଦି ଅଇବାଇ, ସେଟାର୍ ପାଇଁ ଏ ମନ୍କେ ଏ ଦେସେ ବାସା ଅଇ ବେବାର୍ବାଟ୍ କର୍ବାକେ ଦେଉଁ, କାଇକେବଇଲେ ଦେକା, ଏ ଦେସ୍ ସେମନର୍ ପାଇଁ ପୁରାପୁରି ଦର୍କାର୍, ଆମେ ସେମନର୍ ଟକିକେ ଆନ୍ବୁ ଆରି ଆମର୍ ଟକିକେ ସେମନ୍କେ ଦେବୁ । 22ମାତର୍ ସେମନର୍ ଏଟା ଗଟେ କାତା ଆଚେ, କି ଆମର୍ ବିତ୍ରେ ସବୁଲକ୍ ସେମନର୍ ପାରା ସୁନତ୍ ଅଇବାର୍ ଆଚେ, ତେବେ ସେମନ୍ ଆମର୍ ସଙ୍ଗେ ବାସାକରି ଗଟେ ଲକ୍ ଅଇବାକେ ସମାନ୍ ଅଇବାଇ । 23ସେମନର୍ ଦନ୍ ସଁପତି ଆରି ପସୁମନ୍ କାଇ ଆମର୍ ନ ଅଏ ? କାଇକେ ବଇଲେ ଆମେ ସେମନର୍ କାତା ମାନ୍ବୁ ସେନ୍ତାର୍ କଲେ, ସେମନ୍ ଆମର୍ ସଙ୍ଗେ ବାସା କର୍ବାଇ । 24ସେଡ୍କିବେଲେ ଅମର୍ ଆରି ତାର୍ ପିଲା ସିକିମର୍ ଏ କାତାର୍ ପାଇଁ ତାର୍ ଗାଉଁ ଦୁଆର୍ ଦେଇ ବାରଇବା ସବୁଲକ୍ ରାଜି ଅଇଲାଇ, ତାର୍ପଚେ ତାର୍ ନଅଁର୍ ବାଟ୍ ଦେଇ ଜିବା ସବୁଲକ୍ ସୁନତ୍ ଅଇଲାଇ ।
25ଆରି ତିନ୍ ନମର୍ ଦିନେ ସେମନ୍କେ ଜର୍ ଆଇଲାକେ, ଦିନାର୍ ବାଇ ସିମିଅନ୍ ଆରି ଲେବି, ଜାକୁବର୍ ଏ ଦୁଇଟା ପିଲା କାଣ୍ଡା ଦାରି କରି ନ ଡର୍ତେ ନଅଁର୍ ଚାରିବେଟ୍ତିର୍ ସବୁ ମୁନୁସ୍ପିଲା ମନ୍କେ ମର୍ତେମାର୍ଲା । 26ଆରି ଅମର୍କେ ଆରି ତାର୍ ପିଲା ସିକିମକେ କାଣ୍ଡାସଙ୍ଗେ ମର୍ତେମାରି କରି ସିକିମର୍ ଗରେ ଅନି ଦିନାକେ ଡାକି ଦାରି ଗାଲାଇ । 27ଜାକୁବର୍ ପିଲାମନ୍ ମଲା ଲକ୍ମନର୍ ଗରେ ଆସି ନଅଁର୍ ସର୍ତେ ଜାକ ଚରି ନେଲାଇ, କାଇକେବଇଲେ ସେମନର୍ ବଇନିକେ ସେ ଲକ୍ମନ୍ କରାପ୍ କାମ୍ କରି ରଇଲାଇ । 28ଆରି ସେମନର୍ ମେଣ୍ଡା ଗରୁ ଆରି ଗଦ ସବୁ, ଆରି ନଅଁରର୍ ପଦାର୍ ସବୁ ଜିନିସ୍ ଚରାଇ ନେଲାଇ । 29ଆରି ସେମନର୍ ପିଲାମନ୍କେ ଆରି ମାଇଁଜିମନ୍କେ ବାନ୍ଦିକରି ସବୁ ଗରର୍ ଦନ୍ ସଁପତି ସର୍ତେ ଚରାଇ ନେଲାଇ ।
30ତାର୍ପଚେ ଜାକୁବ ସିମିଅନ୍ ଆରି ଲେବିକେ କଇଲା, ତମେ ଏ ଦେସେ, , କିଣାନିଅ ଆରି ପରିସିଅ ଲକ୍ମନର୍ ଲଗେ ମକେ ଗିନ୍କରି ଦାନ୍ଦା କଲାସ୍, ମର୍ ବାଟେ ଉନା ଆଚତ୍ ବଲିକରି, ସେମନ୍ ମର୍ ବିରୁଦେ ଗଟେକ୍ ଅଇ ମକେ ମାର୍ବାଇ, ତାର୍ପଚେ ମର୍ ଗରର୍ ସର୍ତେ ଲକ୍ ମର୍ବୁ । 31ସେମନ୍ କଲାଇ, ଆମର୍ ବଇନି ଦାରି କି ପାଦ୍ରି ଜେ ଏନ୍ତାର୍ କାତାବାର୍ତା କର୍ବାଇ?
Currently Selected:
ଆଦି 34: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025