ଆଦି 33
33
ଜାକୁବ୍ ଆରି ଏସଉର୍ ମିଲନ୍
1ତାର୍ପଚେ ଜାକୁବ୍ ଏରି ଦେକ୍ଲା, ଆରି ଦେକା, ଏସଉ କଇଲା, ଆରି ତାର୍ ସଙ୍ଗେ ଚାର୍ ସ ଲକ୍ । ତାର୍ପଚେ ସେ ତାର୍ ପିଲାମନ୍କେ ଦୁଇବାଗ୍ କରି ଲେଆ ଆରି ରାଏଲ୍ ଆରି ଦୁଇଟା ଦାସି ମନର୍ ଲଗେ ସର୍ପି ଦେଲା । 2ଆରି ଆଗ୍ତୁ ଦୁଇଟା ଦାସି ଆରି ସେମନର୍ ପିଲା ମନ୍କେ, ତାର୍ପଚେ ଲେଆ ଆରି ତାର୍ ପିଲାମନ୍କେ, ସାରାସାରିପଚେ ରାଏଲ୍ ଆରି ଜସେପ୍ ଗାଲାଇ। 3ଆରି ନିଜେ ସବୁ ଲକର୍ ଆଗ୍ତୁ ଜାଇ ସାତ୍ ତର୍ ମୁଣ୍ଡିଆ ମାରି ଜୁଆର୍ କରି କରି ନିଜର୍ ବାଇର୍ ଲଗେ କେଟ୍ଲା । 4ସେଡ୍କିବେଲେ ଏସଉ ତାକେ ବେଟ୍ ଅଇବାକେ ପାଲାଇ ଆସି ତାକେ ପାଟାଲି କରି ଚୁମ୍ ଚାଟ୍ ଅଇଲାଇ, ଆରି ଦୁଇଲକ୍ ଜାକ କାନ୍ଦ୍ଲାଇ । 5ତାର୍ପଚେ ସେ ମାଇଜି ମନ୍କେ ଆରି ପିଲାମନ୍କେ ଦେକି ପାଚାର୍ଲା, ତର୍ ସଙ୍ଗେ ଆଇଲା ଏ ଲକ୍ମନ୍ କେ ? ତାର୍ପଚେ ସେ କଇଲା, ପର୍ମେସର୍ ଦୟାକରି ତର୍ ଏ ଦାସ୍କେ ସବୁ ପିଲା ମନ୍କେ ଦେଲା ଆଚେ । 6ତାର୍ପଚେ ଦାସିମନ୍ ଆରି ସେମନର୍ ପିଲାମନ୍ ସର୍ତେ ଲକ୍ ଆସି ଜୁଆର୍ କଲାଇ । 7ତାର୍ପଚେ ଲେଆ ଆରି ତାର୍ ପିଲାମନ୍ ଆସି ଜୁଆର୍ କଲାଇ ; ସାରାସାରିପଚେ ଜସେପ୍ ଆରି ରାଏଲ୍ ଲଗେ ଆସି ଜୁଆର୍ କଲାଇ।
8ତାର୍ପଚେ ଏସଉ କଇଲା , ମୁଇଁ ଆଗେ ଜନ୍ ପସୁ ରାସି ସଙ୍ଗେ ବେଟ୍ ଅଇଲି, ସେଟା କାଇଟାର୍ ପାଇଁ ? ଜାକୁବ୍ କଇଲା, ମର୍ ମାପ୍ରୁର୍ ଲଗେ ଆସିର୍ବାଦ୍ ପାଇବାକେ । 9ତାର୍ପଚେ ଏସଉ କଇଲା, ମକେ ମିସା ବେସି ଆଚେ, ବାଇ, ତକେ ଜାଇଟା ଆଚେ, ସେଟା ତର୍ ଲଗେ ରଅ । 10ଜାକୁବ୍ କଇଲା, ନାଇଁ, ଗୁଆରି କଲିନି, ମୁଇଁ ତର୍ ଲାଗି ଜେବେ ଆସିର୍ବାଦ୍ ପାଇଲି, ତେବର୍ ପାଇଁ ମର୍ ଆତେ ଅନି ଏ ଚାନ୍ଦା ନେ, କାଇକେବଇଲେ ପର୍ମେସରର୍ ମୁଁ ଦେକ୍ଲା ପାରା ମୁଇଁ ତର୍ ମୁଁ କେ ଦେକ୍ଲି ଆଚି, ଏଲେ ମିସା ତୁଇ ମକେ ନିଜର୍ କରି ଆଚୁସ୍ । 11ତେବର୍ ପାଇଁ ଦୟା କଲିନି, ତର୍ ଲଗେ ଆନ୍ଲା ଏ ଆସିର୍ବାଦ୍ ନେ, କାଇକେବଇଲେ ପର୍ମେସର୍ ମକେ ଆସିର୍ବାଦ୍ କରିଆଚେ, ମକେ ସବୁ ଆଚେ, ଏନ୍ତାରି ବେସି ସାର୍ଦା ସଙ୍ଗେ ପାର୍ତନା କଲାକେ, ଏସ ସେଟାକେ ନିଜର୍ କଲା। 12ତାର୍ପଚେ ଏସ କଇଲା , ଆସା, ଆମେ ସବୁ ଲକ୍ ଜୁ , ମୁଇଁ ତମର୍ ଆଗେ ଆଗେ ଗାଲିନି । 13ତାର୍ପଚେ ଜାକୁବ୍ କଇଲା, ମର୍ ମାପ୍ରୁ ଜାନେ, କଅଁଲା ପିଲାମନ୍, ଆରି ପାକାଇଲା ମାଇମେଣ୍ଡା ଆରି ଗରୁମନ୍ ମର୍ ସଙ୍ଗେ ଆଚତ୍; ଗଟେକ୍ ଦିନ୍ ଅଦିକ୍ ଇଣ୍ଡାଇଲେ ସବୁ ଜାକ ଚେଲିମେଣ୍ଡା ମରି ଜିବାଇ । 14ସେଟାର୍ ପାଇଁ ଗୁଆରି କଲିନି, ମର୍ ମାପ୍ରୁ ତର୍ ଦାସର୍ ଆଗେ ଆଗେ ଇଣ୍ଡ, ସେଇର୍ ଦେସ୍ ଲଗେ ମର୍ ମାପ୍ରୁର୍ ଲଗେ କେଟ୍ବା ଜାକ ମୁଇଁ ଗାଇଗରୁ ମନର୍ ଇଣ୍ଡ୍ବା ବପୁ ଇସାବ୍ରେ ଆରି ପିଲା ମନର୍ ଇଣ୍ଡ୍ବା ବପୁ ଇସାବ୍ରେ ଦିରେଦିରେ ଇଣ୍ଡାଇ ନେବି । 15ଏସଉ କଇଲା, ତେବର୍ ପାଇଁ ମର୍ କେତେଟା ସାଙ୍ଗ ମନ୍କେ ତର୍ ଲଗେ ଚାଡି ଗାଲିନି । ଜାକୁବ୍ କଇଲା କାଇ ଦର୍କାର୍ ? ମର୍ ପାଇଁ ମାପ୍ରୁର୍ ଆସିର୍ବାଦ୍ ରଅ । 16ତାର୍ପଚେ ଏସଉ ସେ ଦିନେ ସେଇର୍ ବଲି ଗଟେକ୍ ଗାଉଁ ବାଟେ ବାଉଡି ଗାଲା । 17ମାତର୍ ଜାକୁବ୍ ସୁକ୍କତ୍ ବାଟେ ଜାଇକରି ନିଜର୍ ପାଇଁ ଗର୍ ଆରି ଚେଲି ମେଣ୍ଡା ମନର୍ ପାଇଁ କୁଡିଆ ତିଆର୍ କଲା, ସେଟାର୍ ପାଇଁ ଏ ଜାଗାର୍ ନାଅ ସୁକ୍ କତ୍ ବଲିକରି ଡାକାଗାଲା। 18ଏ ରକାମ୍ ଜାକୁବ୍ ପଦନ୍ ଅରାମ୍ ଲଗେ ଅନି ବାରଇ ନିମାନ୍ ସଙ୍ଗେ କିଣାନ୍ ଦେସର୍ ସିକିମର୍ ଗଟେକ୍ ଦେସ୍ଲଗେ କେଟି କରି ସେ ଦେସର୍ ବାଇରେ ଗଟେକ୍ କୁଡିଆ ତିଆର୍ କଲା ।
19ତାର୍ପଚେ ସିକିମର୍ ବାବା ଅମରର୍ ପିଲା ମନ୍କେ ସଏଟା ଅଦ୍ଲି ରୁପା ଡାବୁ ଦେଇକରି ସେ କୁଡିଆ ତିଆର୍ କଲା ଲଗେ ଜମି କଣ୍ଡେକ୍ ଗେନ୍ଲା । 20ଆରି, ସେ ଲଗେ ଗଟେକ୍ ବେଦି ତିଆର୍ କରି ତାର୍ ନାଉଁ ଏଲ୍ଇଲଏ ଇସ୍ରାଏଲ୍#33:20 ଇସ୍ରାଏଲର୍ ପର୍ମେସରର୍ ଜାଗା ବଲିକରି ନାଉଁ ଦେଲା ।
Currently Selected:
ଆଦି 33: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025