ଆଦି 29
29
ଜାକୁବ୍ ଲାବନର୍ ଗରେ କେଟ୍ଲା
1ତାର୍ପଚେ ଜାକୁବ୍ ଜିବାକେ ତିଆର୍ ଅଇ ପୁରୁବ୍ ଦିଗେ ଲକ୍ମନର୍ ଦେସେ କେଟ୍ଲା । 2ତାର୍ପଚେ ସେ ଦେକ୍ଲା, ପଦାଲଗେ ଗଟେକ୍ କୁଇଁକାଲ୍ ଆଚେ, ଆରି ଦେକ୍ଲା, ସେ ଲଗେ ତିନ୍ଟା ମେଣ୍ଡା ସଇଲାଇ ଆଚତ୍; କାଇକେବଇଲେ ଲକ୍ମନ୍ ଗରୁ ଗାଇ ଚେଲିମେଣ୍ଡାକେ ସେ କୁଇଁକାଲେ ଅନି ପାନି ଜିକି କୁଆଇବାଇ; ସେ କୁଇଁକାଲ୍ ଉପ୍ରେ ଗଟେକ୍ ବଡ୍ଟା ପାକ୍ନା ଡାବା ଅଇ ରଇଲା । 3ସେ କୁଇଁକାଲ୍ ଲଗେ ସବୁ ରାସିର୍ ଲକ୍ ଗଟେକ୍ ଲଗେ ଆନ୍ବାଇ;ଆରି, ଲକ୍ମନ୍ ସେ ପାକ୍ନାକେ ଗୁଚାଇ ଗରୁ ଗାଇ ଚେଲିମେଣ୍ଡାକେ ପାନି କୁଆଇବାଇ, ଆରି ଆର୍ତରେକ୍ କୁଇଁକାଲ୍ ଉପ୍ରେ ପାକ୍ନା ଡାବି ଦେବାଇ ।
4ଜାକୁବ୍ ସେମନ୍କେ ପାଚାର୍ଲା, ଏ ବାଇମନ୍, ତମେମନ୍ କନ୍ ଗାଅଁର୍ ଲକ୍ ? ସେମନ୍ କଇଲାଇ, ଆମେ ଆରଣ ନଗରର୍ ଲକ । 5ସେଡ୍କିବେଲେ ଜାକୁବ୍ ପାଚାର୍ଲା, “ତମେ ନାଅରର୍ ପିଲା ଲାବନ୍କେ ଜାନାସ୍ କି ? ସେମନ୍ କଇଲାଇ, ଆମେ ତାକେ ଜାନୁ ।” 6ଜାକୁବ୍ ପାଚାର୍ଲା, “ସେ ନିମାନ୍ ଆଚେତ ?” ସେମନ୍ କଇଲାଇ, “ନିମାନ୍ ଆଚେ, ଆଦେ ଦେକ୍, ତାର୍ ଟକି ରାଏଲ୍ ଚେଲି ମେଣ୍ଡା ରାସିକେ କେଦି ଆନ୍ଲାନି ।”
7ସେଡ୍କିବେଲେ ଜାକୁବ୍ କଇଲା, ଦେକା, ଏବେ ବେସି ବେଲ୍ ଆଚେ; ମେଣ୍ଡା ରାସି ଗଟାନି କର୍ବା ବେଲା ଅଏ ନାଇଁ, ତମେ ମନ୍ ଚେଲି ମେଣ୍ଡାକେ ପାନି କୁଆଇ ଆରି ତରେକ୍ ଚାରାଇବାକେ ନିଆଁ ।
8ମାତର୍ ସେମନ୍ କଇଲାଇ, ସେଟା ଆମେ କରି ନାପାରୁ, ସବୁ ଚେଲିମେଣ୍ଡା ଗଟାନି ଅଇବା ଜାକ ଜାଗ୍ବାକେ ଅଇସି; ତାର୍ପଚେ କୁଇଁକାଲର୍ ପାକ୍ନା ଗୁଚାଇ ଅଇସି, ସେଟାର୍ ପାଇଁ ଆମେ ମେଣ୍ଡାମନ୍କେ ପାନି କୁଆଉ ।
9ଜାକୁବ୍ ସେମନର୍ ସଙ୍ଗେ ଏ ରକାମ୍ କାତାବାର୍ତା କଲାଇନି, ସେଡ୍କିବେଲେ ରାଏଲ୍ ତାର୍ ବାବାର୍ ଚେଲିମେଣ୍ଡାକେ କେଦି କୁଇଁକାଲ୍ ତେଇ ଆନ୍ଲା , କାଇକେବଇଲେ ସେ ଚେଲିମେଣ୍ଡା ଚାରାଇତେ ରଇଲା । 10ସେଡ୍କିବେଲେ ଜାକୁବ୍ ତାର୍ ମାମା ଲାବନର୍ ଟକି ରାଏଲ୍କେ ଆରି ମାମାର୍ ମେଣ୍ଡା ରାସିକେ ଦେକି ଲଗେ ଜାଇ କୁଇଁକାଲର୍ ଡାବି ଅଇଲା ପାକ୍ନା ଗୁଚାଇ କରି ତାର୍ ମାମାର୍ ଲାବନର୍ ଚେଲିମନ୍କେ ପାନି କୁଆଇଲା । 11ତାର୍ପଚେ ଜାକୁବ୍ ରାଏଲ୍କେ ଚୁମାଦେଇ କରି ସାର୍ଦାରେ ଆଉଲି ଅଇକରି କାନ୍ଦ୍ବାର୍ ଦାର୍ଲା । 12ଆରି ଦିରେ ତାର୍ ବାବାର୍ କୁଟୁମ୍ ଆରି ରିବିକାର୍ ପିଲା, ବଲି ଚିନାଜାନା ଅଇଲାଇ, ତାର୍ପଚେ ରାଏଲ୍ ପାଲାଇ ଜାଇ ନିଜର୍ ବାବାକେ କବର୍ ଦେଲା । 13ତାର୍ପଚେ ଲାବନ୍ ତାର୍ ବାଞ୍ଜା ଜାକୁବ୍ କବର୍ ପାଇ ତାର୍ସଙ୍ଗ୍ ବେଟ୍ ଅଇବାକେ ପାଲାଇଗାଲା, ଆରି ତାକେ ପାଟାଲିକରି ଆରି ଚୁମାଦେଇ କରି ନିଜର୍ ଗରେ ଡାକିନେଲା, ତାର୍ପଚେ ସେସବୁ ସୁକ୍ଦୁକ୍ ଲାବନ୍କେ କଇଲା । 14ତାର୍ପଚେ ଲାବନ୍ କଇଲା, ତୁଇ ସତ୍ରେ ଆମର୍ ବନି ମାଉଁସ୍ ପାରା । ତେବେ ଜାକୁବ୍ ତାର୍ ଗରେ ମାସେକ୍ ପାରା ବାସାକଲା ।
ଜାକୁବ ରାଏଲ୍ ଆରି ଲେଆକେ ବିବା ଅଇଲା
15ତାର୍ପଚେ ଲାବନ୍ ଜାକୁବ୍ କେ କଇଲା, ତୁଇ ମର୍ କୁଟୁମ୍ ବଲି କରି, କାଇଟା ନଇଁତେ ମର୍ ଦାସ୍ କାମ୍ କର୍ସୁ କି? ସେଟାର୍ ପାଇ ବୁତି ନେଇଁସୁ ? ସେଟା କଅ । 16ସେ ଲାବନର୍ ଦୁଇଟା ଦାଙ୍ଗ୍ଡି ରଇଲାଇ, ବଡ୍ଟାର୍ ନାଉଁ ଲେଆ, ସାନ୍ଟାର୍ ନାଉଁ ରାଏଲ୍ । 17ଲେଆ ଟେରିଆକି ପାରାଟା, ମାତର୍ ରାଏଲ୍ ସୁନ୍ଦ୍ରି ଆରି ରୁପ୍ବତି ରଇଲା । 18ଆରି ଜାକୁବ୍ ରାଏଲ୍କେ ଆଲାଦ୍ କଲା, ଏଟାର୍ ପାଇଁ ସେ ଉତର୍ ଦେଲା, ତର୍ ସାନ୍ ଦାଙ୍ଗ୍ଡି ରାଏଲ୍କେ ଦେଇସୁ ବଇଲେ ମୁଇଁ ସାତ୍ବରସ୍ ଗତି କଟ୍ବି।
19ତାର୍ପଚେ ଲାବନ୍ କଇଲା, ଅଲ୍ଗା ପିଲାକେ ଦେବା ବାଟା ତକେ ଦେବାଟା ଅଦିକ୍ ନିକ, ମର୍ ଲଗେ ରଅ ।
20ଏନ୍ତାରି ଜାକୁବ୍ ରାଏଲ୍ ପାଇଁ ସାତ୍ ବରସ୍ ଗତି କଟ୍ଲା, ଆରି ରାଏଲ୍କେ ଏନ୍ତାର୍ ଆଲାଦ୍ କଲା, ଜେ ସେ ସାତ୍ ବରସ୍ ମିସା ଅଲପ୍ ଦିନ୍ ପାରା ଲାଗ୍ଲା । 21ତାର୍ପଚେ ଜାକୁବ୍ ଲାବନ୍କେ କଇଲା, ମର୍ ଦିନ୍କାଲ୍ ପୁରାପୁରୁନ୍ ଅଇଲା, ଏବେ ମକେ ରାଏଲ୍କେ ଦେ, ମୁଇଁ ତାର୍ସଙ୍ଗେ ବିବା ଅଇବି । 22ତାର୍ପଚେ ଲାବନ୍ ସେ ଜାଗାର୍ ସବୁଲକ୍କେ ଗଟେ ଲଗେ ଡାକି କରି ବଜିକଲା ।
23ସଞ୍ଜବେଲେ ସେ ନିଜର୍ ବଡ୍ ଟକି ଲେଆକେ ଦାରି ଜାକୁବ୍ ଲଗେ ଆନ୍ଲା, ଆରି ଜାକୁବ୍ ତାର୍ସଙ୍ଗେ ସୁଆବସା କଲା । 24ଆରି ଲାବନ୍ ନିଜର୍ ମାଇଜି ଲେଆର୍ ଦାସି ଅଇବାକେ ସିଲ୍ପା ନାଅଁର୍ ନିଜର୍ ଦାସିକେ ଦେଲା । 25ମାତର୍ ସାକାଲ୍ ପାଇଲାକେ, ଦେକା ସେତା ଲେଆ ତେଇ ଜାକୁବ୍ ଲାବନ୍କେ କଇଲା, ତମେ ମର୍ସଙ୍ଗେ ଏ କାଇ କାମ୍ କଲୁସ୍ ? ମୁଇଁ କାଇ ରାଏଲ୍ ପାଇଁ ତର୍ ଗତିକଟି ନାଇଁ, ତେବେ କାଇକେ ମକେ ମିଚ୍ କାତା କଇଲୁସ୍ ?
26ତାର୍ପଚେ ଲାବନ୍ କଇଲା,ବଡ୍ଟକି ରଉଁ ରଉଁ ସାନ୍ଟାକେ ବିବା କରି ଦେବାଟା ଆମର୍ ଦେସେ ଚଲେନାଇ । 27ଏ ଆଟ୍ ଦିନ୍ ଜାତା,ତାର୍ପଚେ ଆରି ସାତ୍ବରସ୍ ମର୍ ଗତିଦାଙ୍ଗ୍ଡା ଅଇ କାମ୍ କର୍ସୁ,ତେବର୍ ପାଇ ଆରି ଗଟେକ୍ ଟକିକେ ମିସା ବିବା କରିଦେବି । 28ତାର୍ ପଚେ ଜାକୁବ୍ ସେ ରକାମ୍ ସେ ଆଟ୍ ଦିନ୍ ଜାଗ୍ଲା ,ପଚେ ଲାବନ୍ ତାର୍ ସଙ୍ଗେ ତାର୍ ଟକି ରାଏଲ୍ କେ ବିବା କରିଦେଲା । 29ଆରି ରାଏଲର୍ ଦାସି ଅଇବାକେ ଲାବନ୍ ନିଜର୍ ବିଲ୍ଆ ନାଅର୍ ଦାସିକେ ଦେଲା । 30ତାର୍ପଚେ ସେ ରାଏଲ୍ ସଙ୍ଗେ ମିସା ସୁଆବସା କଲା ଆରି ଲେଆର୍ ଟାନେ ଅନି ରାଏଲ୍କେ ଅଦିକ୍ ଆଲାଦ୍ କଲା, ଆରି ରାଏଲର୍ପାଇ ଆରି ସାତ୍ ବରସ୍ ଲାବନର୍ ପାଇ ଗତି କଟ୍ଲା।
ଜାକୁବର୍ ପିଲାଟକି
31ତାର୍ପଚେ ସବୁବେଲର୍ ମାପ୍ରୁ ଲେଆକେ ଲାଜ୍ କର୍ବାଟା ଦେକି ମାପ୍ରୁ ତାକେ ପିଲା ଜନମ୍ କର୍ବାକେ ବପୁ ଦେଲା, ମାତର୍ ରାଏଲ୍ ବାଞ୍ଜି ଅଇ ରଇଲା, 32ତାର୍ପଚେ ଲେଆ ଗାଗ୍ଡେ ଅଇ ପିଲା ଜନମ୍ କଲା, ତାର୍ ନାଉଁ ରୁବେନ୍#29:32 ପିଲାକେ ଦେକ୍ ପିଲାକେଦେକ୍ ଦେଲା, ତାର୍ପଚେ ସେ କଇଲା, ସବୁବେଲର୍ ମାପ୍ରୁ ମର୍ ଦୁକ୍ ଦେକିଆଚେ, ଏବେ ମର୍ ମୁନୁସ୍ ମକେ ଲାଡ୍ କର୍ସି । 33ଆରି ସେ ଗାଗ୍ଡେ ଅଇ ପିଲା ଜନମ୍ କରି କଇଲା, ମୁଇଁ ନିନ୍ଦା ପାଇଲାଟା, ଏଟା ସବୁବେଲର୍ ମାପ୍ରୁ ସୁନି କରି ମକେ ଏ ପିଲାକେ ଦେଲା, ତେବେ ସେ ତାର୍ ନାଉଁ ସିମିଅନ୍ ଦେଲା । 34ଆରିଗଟେ ତର୍ ମିସା ଗାଗ୍ଡେ ଅଇ ପିଲାଜନମ୍ କରି କଇଲା, ଏତର୍ ମର୍ ମୁନୁସ୍ ମର୍ ଲଗେ ଲାଲାଇ ଅଇସି, କାଇକେବଇଲେ ମୁଇଁ ତାର୍ପାଇଁ ତିନ୍ଟା ପିଲା ଜନମ୍ କଲି ଆଚି, ସେଟାର୍ପାଇଁ ତାର୍ ନାଉଁ ଲେବି ଦେଲା । 35ତାର୍ପଚେ ଆରିତରେକ୍ ଗାଗ୍ଡେ ଅଇଲା, ସେ ପିଲାକେ ଜନମ୍ କରି କଇଲା, ଏବେ ମୁଇଁ ସବୁବେଲର୍ ମାପ୍ରୁକେ ସେବା କର୍ବି, ସେଟାର୍ପାଇଁ ତାର୍ ନାଉଁ ଜିଉଦା ବଲିକରି ଦେଲା । ତାର୍ପଚେ ସେ ଜନମ୍ କର୍ବାଟା ବନ୍ଦ୍ ଅଇଲା ।
Currently Selected:
ଆଦି 29: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025