ଆଦି 30
30
1ତାର୍ପଚେ ନିଜର୍ ଲଗେ ଅନି ଜାକୁବର୍ ପିଲା ଜନମ୍ ଅଏ ନାଇଁ, ଏଟା ଦେକି ରାଏଲ୍ ତାର୍ ବଇନିକେ ରିସା ଅଇ ଜାକୁବ୍କେ କଇଲା, ମକେ ପିଲା ଦେ, ନଇଲେ ମୁଇଁ ମରିଜିବି ।
2ତାର୍ପଚେ ରାଏଲ୍କେ ଜାକୁବ୍ ବେସି ରିସା ଅଇ କଇଲା, ଆରି ସେ କଇଲା, ମୁଇଁ କାଇ ପର୍ମେସରର୍ ତେଇଅନି ବଡ୍ କି ? ସେ ସିନା ତକେ ପିଲା ଦେଏ ନାଇଁ ।
3ସେଡ୍କିବେଲେ ରାଏଲ୍ କଇଲା, ଏଦେ ଦେକ୍ ମର୍ଦାସି ବିଲ୍ଆ ଆଚେ, ତାର୍ ସଙ୍ଗେ ସୁଆବସା କର୍, ସେ ପିଲା ଜନମ୍ କରି ମର୍କଲେ ଦେଲେ ତାର୍ପାଇଁ ମୁଇଁ ମିସା ଆୟା ଅଇବି ।
4ଆରି ଜାକୁବ୍ ତାର୍ ନିଜର୍ ଦାସି ବିଲ୍ଆକେ ତାର୍ ସଙ୍ଗେ ବିବା କଲା । 5ସେ ଦିନେ ଅନି ଜାକୁବ୍ ସେ ଦାସି ସଙ୍ଗେ ସୁଆବସା କଲା, ବିଲ୍ଆ ଗାଗ୍ଡେ ଅଇ ଜାକୁବର୍ ଗଟେକ୍ ପିଲା ଜନମ୍ କଲା । 6ସେଡ୍କିବେଲେ ରାଏଲ୍ କଇଲା, ପର୍ମେସର୍ ମର୍ ବିଚାର୍ କଲା, ଆରି ମର୍ କାକୁର୍ତି ସୁନି ମକେ ପିଲାଦେଲା, ସେଟାର୍ ପାଇଁ ତାର୍ ନାଉଁ ଦାନ#30:6 ବିଚାର୍ ବଲିକରି ଦେଲା । 7ତାର୍ପଚେ ରାଏଲର୍ ଦାସି ବିଲ୍ଆ ଆର୍ତରେକ୍ ଗାଗ୍ଡେ ଅଇ ଜାକୁବର୍ ପାଇଁ ଆର୍ ଗଟେକ୍ ପିଲା ଜନମ୍ କଲା । 8ସେଡ୍କିବେଲେ ରାଏଲ୍ କଇଲା, ମୁଇଁ ବଇନି ସଙ୍ଗେ ପର୍ମେସରର୍ ସାଇଜରେ ବଡ୍ ଜୁଦ୍ କରି ଜିତ୍ଲି, ସେଟାର୍ ପାଇଁ ତାର୍ ନାଉଁ ନପ୍ତାଲି#30:8 ମଲ୍ଜୁଇଦ୍ ଦେଲା ।
9ତାର୍ପଚେ ରାଏଲ୍ ଲେଆ ନିଜର୍ ଗରବ୍ ବନ୍ଦ୍ ଅଇବାଟା ଜାନିକରି ତାର୍ ଦାସି ସିଲ୍ପାକେ ନେଇ ଜାକୁବ୍ ସଙ୍ଗେ ବିବା କରାଇଲା । 10ତାରପଚେ ଲେଆର୍ ଦାସି ସିଲ୍ପା ଲଗେଅନି ଜାକୁବର୍ ଗଟେକ୍ ପିଲା ଜନମ୍ ଅଇଲା । 11ତାର୍ପଚେ ଲେଆ କଇଲା, ତକେ କରମ୍ ଆଚେ ଏଟାର୍ ପାଇଁ ତାର୍ ନାଉଁ ଗାଦ୍#30:11 କରମ୍ ଦେଲା । 12ତାର୍ପଚେ ଲେଆର୍ ଦାସି ସିଲ୍ପା ଜାକୁବର୍ ପାଇଁ ଆରିଗଟେକ୍ ପିଲା ଜନମ୍ କଲା । 13ତାର୍ପଚେ ଲେଆ କଇଲା, ମର୍ କେତେ ସାର୍ଦା ଦାଙ୍ଗ୍ଡି ମନ୍ ମକେ ବେସି ସାର୍ଦାଟା ବଲି କଇବାକେ, ସେଟାର୍ ପାଇଁ ତାର୍ ନାଉଁ ଆସେର୍#30:13 ସାର୍ଦା ଦେଲା । 14ତାର୍ପଚେ ଗଅମ୍ କାଟ୍ବା ଦିନ୍ ଆଇଲା ରୁବେନ୍ ବାଇଲେ ଜାଇ ବାଡେ ଅନି ଦୁଦ୍ରାପଲ୍ ମିଲାଇ ଆନି ତାର୍ ଆୟା ଲେଆକେ ଦେଲା । ତାର୍ପଚେ ରାଏଲ୍ ଲେଆକେ କଇଲା, ତର୍ ପିଲା ଆନି ରଇବା ଦୁଦ୍ରାପଲ୍ କଣ୍ଡେକ୍ ମକେ ଦେ। 15ତାର୍ପଚେ ସେ କଇଲା, ତୁଇ ମର୍ ମୁନୁସ୍କେ ମର୍ ଲଗେ ଅନି ଚାଡାଇ ନେଇ ଆଚୁସ୍, ଏଟା କାଇ ଅଲପ୍ କାତା ?ତୁଇ ମର୍ ପିଲାର୍ ଦୁଦ୍ରାପଲ୍କେ ଆରି ଚାଡାଇ ନେଇସୁକି? ତେବେ ରାଏଲ୍ କଇଲା, ତର୍ ପିଲାର୍ ଦୁଦ୍ରା ପଲ୍ ବାଦୁଲେ ସେ ଆଜି ରାତି ତର୍ ସଙ୍ଗେ ସଇସି ।
16ତାର୍ପଚେ ସଞ୍ଜ୍ବେଲେ ପଦାଇ ଅନି ଜାକୁବ୍ ଆଇବା ବେଲେ ଲେଆ ତାର୍ ସଙ୍ଗେ ବେଟ୍ ଅଇବାକେ ବାଇଲେ ଜାଇ କଇଲା, ଆଜିରାତି ମର୍ ଲଗେ ସଇବାକେ ପଡ୍ସି, କାଇକେ ବଇଲେ ମୁଇଁ ନିଜର୍ ପିଲାର୍ ଦୁଦ୍ରାପଲ୍ ଦେଇ ତମ୍କେ ବାଡା ନେଲି । ତେବେ ସେ ସେରାତି ତାର୍ ସଙ୍ଗେ ସଇଲା ।
17ତାର୍ପଚେ ପର୍ମେସର୍ ଲେଆର୍ ପାର୍ତନା ସୁନ୍ଲା, ସେ ଗାଗ୍ଡେ ଅଇ ଜାକୁବର୍ ପାଞ୍ଚ୍ନମର୍ ପିଲା ଜନମ୍ ଅଇଲା । 18ତେବେ ଲେଆ କଇଲା, ମୁଇଁ ମୁନୁସ୍ କେ ମର୍ ଦାସିକେ ଦେଇ ରଇଲି, ପର୍ମେସର୍ ତାର୍ ବୁତି ମକେ ଦେଇଆଚେ, ତେବେ ସେ ତାର୍ ନାଉଁ ଇସାକର୍#30:18 ଦାନଦେଲା । 19ତାର୍ପଚେ ଲେଆ ଆରି ତରେକ୍ ଗାଗ୍ଡେ ଅଇ କରି ଜାକୁବର୍ ଚଅ ନମର୍ ପିଲା ଜନମ୍ କଲା, 20ତେବେ ଲେଆ କଇଲା, ପର୍ମେସର୍ ମକେ ନିମାନ୍ ଦାନ୍ ଦେଲା ଆଚେ, ଏବେ ମର୍ ମୁନୁସ୍ ମର୍ ସଙ୍ଗେ ରଇସିବେ, କାଇକେବଇଲେ ମୁଇଁ ତାର୍ ଚ ନମର୍ ପିଲାକେ ଜନମ୍ କରିଆଚି, ତେବେ ସେ ତାର୍ ନାଉଁ ସବୁଲୁନ୍#30:20 ଉପ୍ଆର୍ ଦେଲା । 21ତାର୍ପଚେ ସେ ଗଟେକ୍ ଟକି ଜନମ୍ କରି, ତାର୍ ନାଉଁ ଦିନା ଦେଲା।
22ତାର୍ପଚେ ପର୍ମେସର୍ ରାଏଲ୍କେ ଏତାଇଲା ଆରି ପରମେସର୍ ତାର୍ ପାର୍ତନା ସୁନି ତାକେ ଗାଗ୍ଡେ ଅଇବା ସକ୍ତି ଦେଲା । 23ତାର୍ପଚେ ସେ ଗାଗ୍ଡେ ଅଇ ପିଲା ଜନମ୍ କରି କଇଲା, ପର୍ମେସର୍ ଏବେ ମର୍ ଲାଜ୍କେ ଦୁର୍କଲା ଆଚେ। 24ଆରି ସେ ତାର୍ ନାଉଁ ଜସେପ୍#30:24 ବଡ୍ବା ଦେଇ କଇଲା, ସବୁ ବେଲର୍ ମାପ୍ରୁ ମକେ ଆରି ଗଟେକ୍ ମର୍ ଗର୍ବେ ପିଲା ଦେଅ ।
ଜାକୁବର୍ ସଁପତି
25ଆରି ରାଏଲ୍ ତେଇ ଅନି ଜସେପ୍ ଜନମ୍ ଅଇଲା ପଚେ ଜାକୁବ୍ ଲାବନ୍କେ କଇଲା, ମକେ ପାଟାଇ ଦିଆ , ମୁଇଁ ମର୍ ନିଜର୍ ଦେସେ ଜିବି । 26ମୁଇଁ ଜନ୍ ଲକର୍ ପାଇଁ ତର୍ ଦାସ୍ କାମ୍ କରିଆଚି, ମର୍ ସେ ମାଇଜିମନ୍ ଆରି ପିଲାମନ୍କେ ଦାରିଜିବାକେ ଦେ, କାଇକେବଇଲେ ଜନ୍ ରକାମ୍ ତର୍ ଦାସ୍ କାମ୍ କରିଆଚି, ସେଟା ତା ତୁଇ ଜାନି ଆଚୁସ୍ ।
27ସେଡ୍କିବେଲେ ଲାବନ୍ ତାକେ କଇଲା, ଗୁଆରି କଲିନି, ତୁଇ ମକେ ଦୟାକର୍, କାଇକେ ବଇଲେ ତର୍ ପାଇଁ ସବୁବେଲର୍ ମାପ୍ରୁ ମକେ ଆସିର୍ବାଦ୍ କରି ଆଚେ, ଏଟା ମୁଇଁ ମର୍ ମନର୍ ବାବ୍ନାଇ ଜାନି ଆଚି । 28ତେବେ ତୁଇ ନିଜେ ନିଜର୍ କୁଲିର୍ ବିସଇ ତିନ୍ତା କର୍, ମୁଇଁ ସେଟା ତମ୍କେ ଦେବି ।
29ତେଇ ଜାକୁବ ତାକେ କଇଲା, ମୁଇଁ ତର୍ ଜନ୍ ରକାମ୍ ଦାସ୍ କାମ୍ କରିଆଚି ଆରି ମର୍ ଲଗେ ତର୍ ପସୁମନ୍ ଜେନ୍ତାର୍ ଆଚତ୍, ସେଟା ତା ତମେ ଜାନି ଆଚାସ୍ । 30କାଇକେବଇଲେ ମୁଇଁ ଆଇବା ଆଗ୍ତୁ ତର୍ ଅଲପ୍ ଦନ୍ ରଇଲା, ମାତର୍ ଏବେ ଅଦିକ୍ ଅଇ ଅଦିକ୍ ଲଚେକ୍ ଅଇଆଚେ, ଆରି ମୁଇ ତର୍ ମେଣ୍ଡାମନ୍କେ ଚାରାଇବାକେ ସବୁବେଲର୍ ମାପ୍ରୁ ତର୍ ମଙ୍ଗଲ୍ କରି ଆଚେ, ମାତର୍ ମୁଇଁ ମର୍ କୁଟୁମର୍ ପାଇଁ କେବ୍କେ ଦନ୍ ଅରଜ୍ବି?
31ତାର୍ପଚେ ଲାବନ୍ କଇଲା, ମୁଇଁ ତମ୍କେ କାଇଟା ଦେବି ? ଜାକୁବ୍ କଇଲା, ତୁଇ କାଇଟା ଦେବାର୍ ଦର୍କାର୍ ନାଇ , ଜେବେ ତୁଇ ମର୍ ପାଇଁ ଗଟେକ୍ କାମ୍ କର୍ସୁ, ତେବେ ମୁଇଁ ତର୍ ପସୁ ମନ୍କେ ଆରି ତରେକ୍ ଚାରାଇ ଆଲାଦ୍ କର୍ବି । 32ଆଜି ମୁଇଁ ତର୍ ସବୁ ରାସି ଲଗେ ଜାଇ ମେଣ୍ଡାମନର୍ ବିତ୍ରେ ଅନି ସବୁ ବାନି ମୁର୍ତି ଆରି ବିନ୍ଦୁ ଚିନ୍ବା ଆରି କାଲିଆ ରଙ୍ଗର୍ ମେଣ୍ଡାମନ୍କେ, ଆରି ଚେଲି ମନର୍ ବିତ୍ରେ ଅନି ବିନ୍ଦୁ ଚିନ୍ବା ଚିତ୍ରା କାବ୍ରା ଚେଲି ମନ୍କେ ଅଲ୍ଗା କର୍ବି, ସେ ସବୁ ମର୍ ବର୍ତନ୍ ରକାମ୍ ଅଇସି ।
33ତାର୍ପଚେ ଜେଡେବେଲେ ତର୍ ମୁଆଟେ ମର୍ ବର୍ତନ୍ ବିସଇ କେଟ୍ସି, ସେଡ୍କିବେଲେ ମର୍ ଦରମ୍ ମର୍ ବିସଇରେ ସାକି ଦେଇସା, ଆରି ଚେଲିମନର୍ ବିତ୍ରେ ଅନି ଚିତ୍ରା କାବ୍ରା ଆରି ବିନ୍ଦୁ ଚିନ୍ବା ଚେଲିମନ୍ ବିନେ ଆରି ମେଣ୍ଡାମନର୍ ବିତ୍ରେ ଅନି କାଲିଆ ରଙ୍ଗର୍ ମେଣ୍ଡା ବିନେ ଜନ୍ ଦିନେ ରଇବାଇ, ସେଟା ମର୍ ଚର୍ଲାଟା ପାରା ଏଜି ଅଇବି ।
34ତାର୍ପଚେ ଲାବନ୍ କଇଲା, ନିକ ଆଚେ, ତର୍ କାତା ଇସାବେ ରଅ । 35ତାର୍ପଚେ ସେ ସେ ଦିନେ ଅଲ୍ଗା କରି ଆରି ବିନ୍ଦୁଚିନ୍ଲା ଚେଲିମନ୍ ଆରି ଚିତ୍ରା କାବ୍ରା ଆରି ବିନ୍ଦୁ ଚିନ୍ଲା ଆରି ଚିନ୍ରଇଲା ଦବ୍ଲାରଙ୍ଗର୍ ଚେଲିମନ୍, ଆରି କାଲିଆରଙ୍ଗର୍ ମେଣ୍ଡାମନ୍ ଅଲ୍ଗା ଅଲ୍ଗା କରି ନିଜର୍ ପିଲାମନର୍ ଆତେ ସର୍ପି ଦେଲା, 36ଆରି ସେ ନିଜର୍ ଆରି ଜାକୁବର୍ ବିତ୍ରେ ତିନ୍ ଦିନର୍ ବାଟ୍ ଦୁରିକେ ନେଇ କରି ବାନ୍ଦ୍ଲା , ଆରି ଜାକୁବ ଲାବନର୍ ସବୁ ପସୁମନ୍କେ ଚରାଇବାକେ ଆରାମ୍ କଲା।
37ଆରି ଜାକୁବ ଲିବ୍ନି ଆରି ଲୁସ୍ ଆରି ଅର୍ମନ୍ ଗଚର୍ ନୁଆ କେନ୍ଦା କାଟି ତେଇଅନି ଚାଲି ବେଟି ଦାରୁର୍ ସୁକ୍ଲା ମଜ୍ ବାର୍କରାଇଲା । 38ତାର୍ପଚେ ଜନ୍ ଜାଗାଇ ପସୁମନ୍ ପାନି କାଇବାକେ ଆଇବାଇ, ସେ ଜାଗାଇ ସେମନର୍ ମୁଆଟର୍ ପାନି କୁଣ୍ଡ୍ ଲଗେ ସେ ଚାଲି କାଟି କେନ୍ଦା ସବୁ ଉପ୍ରେ କରି ସଙ୍ଗଇଲା, ତେବେ ପାନି କାଇବା ବେଲେ ସେମନ୍ ସୁବିଦା ଅଇଲାଇ । 39ଆରି ସେ କେନ୍ଦା ଲଗେ ସେମନ୍ ଅର୍ନି ଚଗ୍ଲାକେ ପସୁମନ୍ ଅଲ୍ଗା ଆରି ଚିତ୍ରା କାବ୍ରା ଆରି ବିନ୍ଦୁଚିନ୍ଲା ପିଲା ଜନମ୍ କଲାଇ । 40ତାର୍ପଚେ ଜାକୁବ ସେ ପିଲାମନ୍କେ ଅଲ୍ଗା ଅଲ୍ଗା କଲା, ଆରି ଲାବନର୍ ଅଲ୍ଗା ଆରି କାଲିଆ ରଙ୍ଗର୍ ସବୁ ମାଇ ମେଣ୍ଡାମନ୍କେ ଦେକି ସଙ୍ଗଇଲା, ଏନ୍ତାରି ସେ ଲାବନର୍ ରାସି ସଙ୍ଗେ ନିଜର୍ ରାସି ତେଇ ନ ମିସାଇ ବିନେବିନେ କଲା ।
41ଆରି ଗାଗଡ୍ ରଇଲା ପସୁମନ୍ ଜେମ୍ନ୍ତାର୍ କି କେନ୍ଦା ଲଗେ ଗର୍ବନା ଅଇବାଇ, ସେଟାର୍ପାଇଁ ପାନିକୁଣ୍ଡ୍ ଲଗେ ପସୁମନର୍ ମୁଆଟେ ସେ କେନ୍ଦା ସଙ୍ଗଇଲା, ମାତର୍ ଦୁର୍ବଲ୍ ପସୁମନର୍ ମୁଆଟେ ସଙ୍ଗ୍ଏ ନାଇଁ ।
42ତାର୍ପଚେ ଦୁର୍ବଲ୍ ପସୁମନ୍ ଲାବନର୍ ଆରି ଗାଗଡ୍ ରଇଲା ପସୁମନ୍ ଜାକୁବର୍ ଅଇଲା । 43ଏଟାର୍ପାଇଁ ଜାକୁବ ବେସି ବଡ୍ଲା, ଆରି ପସୁ, ଦାସ୍ଦାସି ଉଁଟ୍ ଆରି ଗଦମନ୍ ବେସି ଅଇଲାଇ ।
Currently Selected:
ଆଦି 30: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025