ଆଦି 19
19
ସଦମ୍ ଗୁମ୍ରାର୍ ପାପ୍
1ତାର୍ପଚେ ସଞ୍ଜ୍ ବେଲେ ସେ ଦୁଇଲକ୍ ସରଗର୍ ଦୁତ୍ ସଦମେ କେଟ୍ଲାଇ, ସେଡ୍କିବେଲେ ଲତ ସଦମ୍ ନଅଁରର୍ ଦୁଆରେ ବସି ରଇଲା ସେମନ୍କେ ଦେକିକରି ବେଟ୍ ଅଇବାକେ ଗାଲା ଆରି ମାଣ୍ଡିକୁଟା ଦେଇ କରି ଜୁଆର୍ କରି କଇଲା, 2ଲତ କଇଲା ଏ ମର୍ ପର୍ବୁ ମନ୍, ମୁଇଁ ବାବୁଜିଆ କଲିନି, ଆଜି ରାତି ତମର୍ ଏ ଦାସର୍ ଗରେ ପୁରି ବାସାକରା ଆରି ଆତ୍ଗଡ୍ ଦୁଆ, ତାର୍ ପଚେ ସାକାଲ୍ ପାଉଁପାଉଁ ଉଟି କରି ଜାଆ ସିନା , ତାର୍ ପଚେ ସେମନ୍ କଇଲାଇ, ନାଇଁ, ଆମେ ରାତି ସାରା ଦୁଆରେସେ ସଇବୁବେ ବଲିକରି ।
3ମାତର୍ ଲତ ବାବୁଜିଆ କଲାକେ ସେମନ୍ ତାର୍ ସଙ୍ଗେ ଜାଇ ଗରେ ପୁର୍ଲାଇ ତାର୍ ପଚେ ଲତ ସେମନର୍ ପାଇଁ ସଡା ନ ମିସାଇଲା ରୁଟି ରାନ୍ଦାବାଡାକରି ସେମନ୍କେ କାଇବାକେ ଦେଲାଇ ।
4ମାତର୍ ସେମନ୍ ନ ସଇବା ଆଗ୍ତୁ ସେ ନଅଁରର୍ ଲକ୍ମନ୍, ସଦମର୍ ଦାଙ୍ଗ୍ଡା ଡକ୍ରା ସବୁଲକ୍ ଚାରିବେଟ୍ତି ଆସିକରି ତାର୍ଗରେ ବେଡି ଦେଲାଇ । 5ଆରି ଲତକେ ଡାକି କଇଲାଇ, ଆଜି ରାତି ଜନ୍ ଲକ୍ମନ୍ ତମର୍ ଗରେ ଆଇଲାଇ, ସେମନ୍ କେନେ ଗାଲାଇ ? ସେମନ୍କେ ବାର୍କରି ଆମର୍ ଲଗେ ଆନ୍, ଆମେ ଆଜି ରାତି ସେମନର୍ ସଙ୍ଗେ ପାପ୍କାମ୍ କର୍ବୁ। 6ତାର୍ପଚେ ଲତ ଦୁଆରେ ଆସି କାପାଟ୍କେ ଡାବି କରି କଇଲା 7ଏ ବାଇମନ୍,ମୁଇଁ ଗୁଆରି କରି କଇଲିନି, ଏ ରକାମ୍ କରାପ୍ କାମ୍ କରାନାଇ । 8ସୁନା, ମର୍ ବିବା ନ ଅଇଲା ଦୁଇଟା ଟକିମନ୍ ଆଚତ୍, ସେମନ୍କେ ତମର୍ ଲଗେ ଆନ୍ଲିନି, ତମର୍ ଆଁକି ଲଗେ ଜାଇଟା ନିକ,ଲାଗ୍ଲେ ସେଟା କରା, ମାତର୍ ସେ ଲକ୍କେ କାଇଟା କରା ନାଇଁ, କାଇକେ ବଇଲେ ସେମନ୍ ମର୍ ଗତିଆ ତେବର୍ ପାଇ ମର୍ ଗରେ ପୁରି ଆଚତ୍ ।
9ସେଡ୍କିବେଲେ ସେମନ୍ କଇଲାଇ, ଏ ଲକ୍ ଆମର୍ ବିତ୍ରେ ବାସା ଅଇବାକେ ଆସି ଆମର୍ ଉପ୍ରେ ବିଚାର୍ କରୁ ଅଇବାକେ ଇଚା କଲାଇନି, ଏବେ ସେମନର୍ ବିତ୍ରେ ଅନି ତର୍ ଲଗେ ଆରି କରାପ୍ କାତାବାର୍ତା କର୍ବୁ । ତେଇ ସେମନ୍ ସେ ନଅଁରର୍ ବାଇଲେ ଲତର୍ ସଙ୍ଗେ ଲାଗାଲାଗି ଅଇ କାପାଟ୍ ବାଙ୍ଗାଇବାକେ ଗାଲାଇ। 10ମାତର୍ ସେ ଦୁଇଲକ୍ ଆତ୍ ଲାମାଇଁ କରି ଲତ୍କେ ଗର୍ବିତ୍ରେ ଅନି ତାକର୍ ଲଗେ ଜିକି ନେଇଁ କାପାଟ୍ ଡାବି ଦେଲାଇ । 11ଆରି ଦୁଆରେ ରଇବା ସାନ୍ବଡ୍ ସବୁ ଲକ୍ମନ୍କେ କାଣା କରି ଦେଲାଇ,ତାର୍ପଚେ ସେମନ୍ ଦୁଆରେ ବାଟ୍ କଜି କଜି ତାକି ଗାଲାଇ ।
ସଦମେ ଅନି ଲତ ବାରଇ ଜିବାଟା
12ତାର୍ ପଚେ ସେ ଦୁଇ ଲକ୍ ଲତକେ କଇଲାଇ, ଏ ଜାଗାତେଇ କେତେକ୍ ଲକ୍ ଆଚତ୍ ? ତମର୍ ପିଲା ଟକି ମନ୍ ଆରି ଜୁଆଁଇ ଜେତେକ୍ ଲକ୍ ଏ ନଅଁରେ ଆଚତ୍, ସେ ସବୁ ଲକ୍କେ ଇତି ଅନି ଡାକି ଦାରି ଜାଆ । 13କାଇକେ ବଇଲେ ଆମେ ଏ ଜାଗାକେ କୁରୁପ୍ନାସ୍ କର୍ବୁ । ସବୁବେଲର୍ ମାପ୍ରୁର୍ ମୁଆଟେ ଏ ନଅଁରର୍ ବିରୁଦେ ବେସି କାନ୍ଦ୍ବାଟା ସୁନି ଆଚେ, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ଏ ନଅଁର୍କେ କୁରୁପ୍ନାସ୍ କର୍ବାକେ ଆମ୍କେ ପାଟାଇଲା ଆଚେ ।
14ତାର୍ପଚେ ଲତ ବାଇରେ ବାରଇ ଜାଇ କରି ନିଜର୍ ଟକିମନର୍ ସଙ୍ଗେ ବିବା କର୍ବାକେ ଇଚା କଲା, ଜୁଆଇଁ ମନ୍କେ କଇଲା, ଉଟା ଇତିଅନି ବାରୁଆ, ସବୁବେଲର୍ ମାପ୍ରୁ ଏ ନଅଁର୍କେ ବିନାସ୍ କର୍ସି, ମାତର୍ ଜୁଆଁଇମନ୍ ତାକେ ମିଚ୍ ବଲିକରି ବାବ୍ଲାଇ ।
15ଆରିଗଟେ ଦିନର୍ ସାକାଲିଆ , ଦୁତ୍ମନ୍ ଲତକେ ଜାଗର୍ତା କରାଇ କଇଲାଇ, ଉଟ୍, ନିଜର୍ ମାଇଜି ଆରି ଏ ଦୁଇଟା ଟକି ମନ୍ ଇତି ଆଚତ୍, ସେମନ୍କେ ଡାକି ଦାରି ଜାଆ ନଇଲେ ଏ ନଅଁରର୍ ଡଣ୍ଡ୍ ସଙ୍ଗେ ତମେ ବିନାସ୍ ଅଇ ଜାଇସା, 16ଅଇଲେ ମିସା ସେ ଅଲ୍ସମ୍ କଲାଇ, ତାର୍ପଚେ ତାର୍ ଲଗେଅନି ସବୁବେଲର୍ ମାପ୍ରୁର୍ ଦଆର୍ ପାଇ ସେମନ୍ ଲତ ଆରି ତାର୍ ମାଇଜି ଆରି ଦୁଇଟା ଟକିର୍ ଆତ୍ ଦାରି କରି ସେମନ୍କେ ନଅଁରର୍ ବାଇରେ ଜିକି ନେଲାଇ । 17ଏ ରକାମ୍ ବାର୍କରି ଆନ୍ଲା ପଚେ ସେମନର୍ ବିତ୍ରେ ଅନି ଗଟେକ୍ ଦୁତ୍ ଲତକେ କଇଲା,ଜିବନ୍ ବଁଚାଇବାକେ ପାଲାଆ; ପଚ୍ବାଟେ ଆରି ପାସ୍ଲି ଦେକ୍ ନାଇଁ ଆରି ଏ ଡଙ୍ଗରର୍ ପାଲିଜୁଲି ମିସା ରୁଆ ନାଇ,ଡଙ୍ଗର୍ ଉପ୍ରେ ଉଟି ଜା,ନଇଲେ ବିନାସ୍ ଅଇ ଜଇସା।
18ତାର୍ପଚେ ଲତ ଉତର୍ ଦେଲା,ଏ ମର୍ ମାପ୍ରୁ ଏ ରକାମ୍ ନ ଅଅ, 19ଏବେ ଏ ଦାସ୍କେ ଆସିର୍ବାଦ୍ ଆରି ବେସି ଦୟାକରି ଜିବନ୍ ରକିଆ କଲେ;ମୁଇଁ ଡଙ୍ଗର୍ ଉପ୍ରେ ପାଲାଇ ଜାଇ ନାପାରି, କେ ଜାନେ ବିପଦ୍ ଆଇଲେ ଡଙ୍ଗ୍ରେ ନ କେଟ୍ବା ଆଗ୍ତୁ ମରିଜିବି । 20ଦେକା ପାଲାଇ ଜିବାକେ ସେ ନଅଁରର୍ ଲଗେ, ସେଟା ସାନ୍ଟା; ସେ ଜାଗାଇ ଜିବାକେ ଆଦେସ୍ ଦେ, ତାର୍ପଚେ ମର୍ ଜିବନ୍ ବଁଚ୍ସି; ସେଟା କାଇ ସାନ୍ଟା ନଏଁ କି ?
21ତାର୍ପଚେ ସେ କଇଲା, ନିକ, ଆମେ ଏ ବିସଇରେ ତମର୍ ତେଇ ଦୟା କରି, ସେ ଜନ୍ ନଅଁରର୍ କାତା ତମେ କଇ ରଇଲାସ୍, ସେଟାକେ ବିନାସ୍ ନ କରୁ। 22ତମେ ଦାପ୍ରେ ସେ ଜାଗାଇ ପାଲାଆ,କାଇକେ ବଇଲେ ତମେ ସିତି ନ କେଟ୍ଲେ,ଆମେ କାଇଟା କରି ନାପାରୁ। ସେଟାର୍ ପାଇଁ ସେ ନଅଁରର୍ ନାଉଁ ସୟର୍ ବଲିକରି ଦେଲାଇ।
ସଦମ୍ ଆରି ଗମରାର୍ ବିନାସ୍
23ତାର୍ପଚେ ଦେସେ ସାକାଲ୍ ପାଇ ବେଲ୍ ଉଦ୍ବାକେ ଲତ ସୟର୍ ନଅଁରେ କେଟ୍ଲା। 24ତେବେ ସବୁବେଲର୍ ମାପ୍ରୁ ଆକାସେ ଅନି ସବୁବେଲର୍ ମାପ୍ରୁର୍ ଲଗେ ଅନି ସଦମର୍ ଆରି ଅମରା ଉପ୍ରେ ଗନ୍ଦକ୍ ଆରି ଜଇର୍ ବର୍ସା କରି, 25ସେ ସବୁ ବାଟର୍ ନଅଁର୍ ମନର୍ ଆରି ଡଙ୍ଗର୍ ମନ୍ ସେ ଲଗର୍ ପାକର୍ ଲକ୍ ଆରି ସେ ବୁଏଁ ଜାତ୍ ଅଇଲା ସବୁ ଜାକ ବିନାସ୍ କଲା। 26ମାତର୍ ଲତର୍ ମାଇଜି ପଚ୍ବାଟେ ପାସ୍ଲି ଦେକ୍ଲାକେ ସେ ନୁନ୍ପାରା ଅଇ ସିଦ୍ ପାସଲ୍ଲା ।
27ଆରି ଅବ୍ରାଆମ୍ କୁକ୍ଡା ଡାକେ ଉଟି ଆଗ୍ତୁ ଜନ୍ ଜାଗାଇ ସବୁବେଲର୍ ମାପ୍ରୁର୍ ମୁଆଟେ ଟିଆଅଇ ରଇଲା, ସେ ଜାଗାଇ ଟିଆ ଅଇଲା, 28ସେ ସଦମ୍ ଆରି ଅମରା ଆରି ଡଙ୍ଗର୍ ପାଲିର୍ ସବୁ ଜାଗା ମନ୍କେ ଦେକ୍ଲାଜେ, ସେ ଦେସେ ଅନି ବାଟିର୍ ଦୁଆଁ ଉଡ୍ଲା ପାରା ସେ ନଅଁରେ ଦୁଆଁ ଉଡ୍ବାଟା ଦେକ୍ଲା । 29ଏ ରକାମ୍ ସେ ଡଙ୍ଗର୍ ପାଲିର୍ ସବୁ ନଅଁର୍ ମନ୍ ବିନାସ୍ ଅଇଲା ବେଲେ ପର୍ମେସର୍ ଅବ୍ରାମ୍କେ ଏତାଇଲା, ଆରି ଲତ ଜନ୍ଜନ୍ ନଅଁର୍ ମନ୍କେ ବାସାଅଇ ରଇଲା, ସେ ସେ ନଅଁରର୍ ଲକ୍ ବିନାସ୍ ଅଇବା ବେଲେ ବିନାସ୍ ଅଇବା ତେଇ ଅନି ଲତକେ ବାର୍କରାଇ ଦେଲାଇ।
ମଆବିଅ ଆରି ଅମନିଅମନର୍ ଜାତ୍
30ତାର୍ପଚେ ଲତ ସୟର୍ ଜାଗାଇ ବାସା ଅଇବାକେ ଡରିକରି ତେଇଅନି ବାରଇ ନିଜର୍ ଦୁଇଟା ଟକି ମନ୍କେ ଦାରି ଡଙ୍ଗର୍ ଉପ୍ରେ ବାସା କଲାଇ; ତାର୍ପଚେ ସେ ଆରି ତାର୍ ଦୁଇଟା ଟକି ପାର୍ ବିତ୍ରେ ବାସା ଅଇଲାଇ । 31ତାର୍ପଚେ ତାର୍ ବଡ୍ଟା ଟକି ସାନ୍ଟାକେ କଇଲା, ଆମର୍ ବାବା ଡକ୍ରା ଅଇ ଗାଲାବେ, ଆରି ଜଗତର୍ କାତାବାର୍ତା କର୍ବା ଇସାବ୍ରେ ଆମର୍ ସଙ୍ଗେ ବିବା କର୍ବାକେ ଏ ଦେସେ ତା ଗଟେଲକ୍ ମିସା ମୁନୁସ୍ ପିଲା ନାଇ । 32ଆରି ଆମେ ଜୁ ବାବାକେ ଅଙ୍ଗୁର୍ ରସ୍ କୁଆଇ ବାବାର୍ ବଁସ୍ ରକିଆ କର୍ବାକେ ତାର୍ସଙ୍ଗେ ସୁଆବସା ଅଉଁ । 33ତେବର୍ ପାଇ ସେ ରାତି ସେମନ୍ ନିଜର୍ ବାବାକେ ଅଙ୍ଗୁର୍ ରସ୍ କୁଆଇ କରି ବଡ୍ଟା ଟକି ଉଟିଜାଇ ବାବାର୍ ସଙ୍ଗେ ସୁଆବସା କଲା, ମାତର୍ ତାର୍ ସୁଆବସା କରି ଉଟିଜିବାଟା ଲତ ଜାନି ନାପାର୍ଲା ।
34ଆରି ଗଟେକ୍ ଦିନ୍ ସେ ବଡ୍ଟା ଟକି ସେ ସାନ୍ଟାକେ କଇଲା, ଦେକ୍ ମୁଇଁ କାଲିରାତି ବାବାର୍ ସଙ୍ଗେ ସୁଆବସା, କଲି, ଆଜି ରାତି ମିସା ବାବାକେ ଅଙ୍ଗୁର୍ ରସ୍ କୁଆଇ, ତୁଇ ଜାଇ ବାବାର୍ ବଁସ୍ ରକିଆ କର୍ବାକେ ତାର୍ ସଙ୍ଗେ ସୁଆବସା କର୍ । 35ତାର୍ ପଚେ ସେମନ୍ ସେ ରାତି ମିସା ବାବାକେ ଅଙ୍ଗୁର୍ ରସ୍ କୁଆଇକରି, ସାନ୍ଟା ଟକି ଉଟିଜାଇ ବାବାର୍ ସଙ୍ଗେ ସୁଆବସା କଲା, ମାତର୍ ତାର୍ ସୁଆବସା କରି ଉଟି ଜିବାଟାକେ ଲତ ଜାନି ନାପାର୍ଲା । 36ଏନ୍ତାରି ଲତର୍ ଦୁଇଟା ଟକି ନିଜର୍ ବାବାର୍ ସଙ୍ଗେ ସୁଆବସା ଅଇକରି ଗାଗ୍ଡେ ଅଇଲାଇ, 37ତାର୍ ପଚେ ବଡ୍ଟକି ପିଲା ଜନମ୍ କରି ତାର୍ ନାଉ ମୟାବ୍ ଦେଲା, ସେ ଏବର୍ କାଲର୍ ମଆବିଅ ଲକ୍ମନର୍ ଆନିଦାଦି। 38ଆରି ସାନ୍ ଟକି ମିସା ପିଲା ଜନମ୍ କରି ତାର୍ ନାଉ ବିନ୍ଅମି ବଲିକରି ନାଉଁ ଦେଲା, ସେ ଏ କାଲର୍ ଅମନିୟ ଲକ୍ମନର୍ ଆନିଦାଦି ।
Currently Selected:
ଆଦି 19: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025