ଆଦି 20
20
ଅବ୍ରାଆମ୍ ଆରି ଅବିମେଲକ୍
1ତାର୍ପଚେ ଅବ୍ରାଆମ୍ ତେଇଅନି ଦକିଣ୍ ଦେସ୍ବାଟେ ଜାଇକରି କାଦେସ୍ ଆରି ସୁରର୍ ମଜାର୍ ଜାଗାଇ ରଇ ଗରା ନାଉଁର୍ ଜାଗାଇ ବାସା କଲା । 2ଆରି ଅବ୍ରାଆମ୍ ନିଜର୍ ମାଇଜି ସାରାର୍ ବିସଇରେ କଇଲା, ସେ ମର୍ ବଇନି, ସେଟାର୍ ପାଇଁ ଗରାରର୍ ରାଜା ଅବିମେଲକ୍ ଲକ୍ମନ୍କେ ପାଟାଇ କରି ସାରାକେ ନେଲାଇ । 3ସେ ରାତିଆ ପର୍ମେସର୍ ସପନ୍ଦେଇ ଅବିମେଲକର୍ ଲଗେ ଆସି କଇଲା, ତୁଇ ମରି ଜାଇସୁ, କାଇକେ ବଇଲେ ତୁଇ ଜନ୍ ମାଇଜିକେ ଆନି ଆଚୁସ୍, ତାର୍ ମୁନୁସ୍ ଆଚେ ।
4ମାତର୍ ଅବିମେଲକ୍ ତାର୍ସଙ୍ଗେ ସୁଆବସା କରି ନ ରଇଲା,ଅବ୍ରାଆମ୍ କଇଲା, ଏ ମାପ୍ରୁ, ଜନ୍ ଦେସର୍ ଲକ୍ ନିର୍ଦସି , ସେମନ୍କେ କାଇ ତୁଇ ମାରି ଦେଇସୁ ? 5ସେ ଲକ୍ କାଇ ନିଜେ ମକେ କଇ ନ ରଇଲା କି, ସେ ମର୍ ବଇନି ? ଆରି ସେ ମାଇଜି ନିଜେ କଇଲା ସେ ମର୍ ବାଇ, ତେବର୍ପାଇ ମନର୍ ଦରମ୍ ଆରି ଦସ୍ ନଇଲା ଆତ୍ ସଙ୍ଗେ ମୁଇ ଏ କାମ୍ କରି ଆଚି।
6ତାର୍ପଚେ ପର୍ମେସର୍ ସପ୍ନେ ଅବିମେଲକ୍କେ କଇଲା, ତୁଇ ତର୍ ମନେ ଏ କାମ୍କେ ଦରମ୍ରେ କରି ଆଚୁସ୍, ଏଟା ଆମେ ଜାନୁ, ଆରି ଆମେ ମିସା ଆମର୍ ବିରୁଦେ ପାପ୍ କର୍ବାକେ ତମ୍କେ ମନା କଲୁ, ଏଟାର୍ ପାଇ ତାକେ ଚିଇବାକେ ଦେଉନାଇଁ । 7ସେଟାର୍ପାଇଁ ଏବେ ଅବ୍ରାଆମର୍ ମାଇଜିକେ ବାଉଡାଇ ଦିଆସ୍, ସେ ବବିସତ୍ ବକ୍ତା, ତମର୍ ଲାଗି ପାର୍ତନା କର୍ସି, ତେବେ ତମେ ବଁଚ୍ସା, ମାତର୍ ତାକେ ବାଉଡାଇ ନ ଦିଆସ୍, ଆଲେ ସତ୍ରେ ତମର୍ ଗରର୍ ସର୍ତେ ଲକ୍ ମର୍ସା ଏଟା ତମେ ଜାନି ରୁଆ।
8ତାର୍ପଚେ ଅବିମେଲକ୍ ସାକାଲେ ଉଟି ଦାଙ୍ଗ୍ଡା ମନ୍କେ ଡାକି ଏସବୁ କାତା ସେମନର୍ କାନେ ସୁନାଇଲା, ତେବର୍ ପାଇ ସେମନ୍ ବେସି ଡରି ଗାଲାଇ । 9ତାର୍ପଚେ ଅବିମେଲକ୍ ଅବ୍ରାଆମ୍କେ ଡାକିକରି କଇଲା, “ତୁଇ ଆମର୍ ସଙ୍ଗେ ଏଟା କାଇ କାତା କଲୁସ୍ ? ତୁଇ ଆମ୍କେ ଆରି ଆମର୍ ରାଇଜକେ ବେସି ପାପ୍ କରାଇଲୁସ୍, ଆମେ ତମର୍ ବିରୁଦେ ଏନ୍ତାରି କାଇ ଦସ୍ କରି ଆଚୁ ? ତମେ ଆମର୍ ତେଇ ନ କର୍ବା କରାପ୍ କାମ୍ କରାଇଲୁସ୍ ।” 10ଅବିମେଲକ୍ ଅବ୍ରାଆମ୍ କେ ଆରିତରେକ୍ କଇଲା, “ତମେ କାଇଟା ଦେକି ଏ ରକାମ୍ କାମ୍ କଲାସ୍ ?”
11ସେଡ୍କି ବେଲେ ଅବ୍ରାଆମ୍ କଇଲା, ଏ ଦେସେ ପର୍ମେସର୍କେ କେ ମିସା ଡରତ୍ ନାଇ, ଏଟାର୍ ପାଇ ମୁଇ ବାବ୍ଲି, ଏମନ୍ ମର୍ ମାଇଜିର୍ ଆସାରେ ମକେ ମାରି ମରାଇ ଦେବାଇ । 12ସେ ମର୍ ବଇନି, ଏଟା ସତ୍କାତା, କାଇକେ ବଇଲେ ସେ ମର୍ ବାବାର୍ ଟକି, କି ମାଆର୍ ଟକି ନଏଁ, ମାତର୍ ମର୍ ମାଇଜି ଅଇଲା । 13ଜେଡେବଲ୍ ପର୍ମେସର୍ ମକେ ବାବାର୍ ଗରେ ଅନି ବାର୍କରାଇ ଆନ୍ଲା ,ସେଡ୍କି ବେଲେ ମୁଇଁ ସାରାକେ କଇଲି, ତମେ ମର୍ ପାଇଁ ଏ ଦୟା କର୍ସା ଆମେ ଜନ୍ ଜନ୍ ଜାଗାଇ ଜିବୁ, ସେ ଜାଗା ମନ୍କେ ତୁଇ ମକେ ବାଇ ବଲି କଇସୁ । 14ସେଡ୍କି ବେଲେ ଅବିମେଲକ୍ ସାରାକେ ଅବ୍ରାଆମ୍କେ ବାଉଡାଇ ଦେଲା ଆରି ତାର୍ ସଙ୍ଗେ ମେଣ୍ଡା ଆରି ଗରୁ ଆରି ଦାସ୍ ଦାସି ଆନି ଅବ୍ରାଆମ୍କେ ଦେଲା । 15ତାର୍ ପଚେ ଅବିମେଲକ୍ ଅବ୍ରାଆମ୍କେ କଇଲା, ଦେକା,ଆମର୍ ଏସବୁ ଦେସ୍ ତମର୍ ପାକେ ଆଚେ, ତମ୍କେ ଜନ୍ତି ଇଚା ଲଗ୍ଲେ ,ସିତି ବାସା ଉଆ । 16ତାର୍ପଚେ ଅବିମେଲକ୍ ସାରାକେ କଇଲା, ଦେକା, ଆମେ ତମର୍ ବାଇକେ ଅଜାର୍ ଅଜାର୍ ରୁପା ଡାବୁ ଦେଲୁ,ଦେକା, ସେଟା ତମର୍ ତେଇ ଗଟିରଇବା ସବୁ ବିସଇର୍ ପାଇଁ ସବୁ ଲକର୍ ଆକିରେ ଜାନ୍ଲା ପାରା, ଆରି ସବୁ ବିସଇରେ ତମର୍ ପାଇଁ ନିଆଁଇ ବିଚାର୍ କରାଗାଲା।
17ତାର୍ପଚେ ଅବ୍ରାଆମ୍ ପର୍ମେସର୍କେ ପାର୍ତନା କଲାକେ, ପର୍ମେସର୍ ଅବିମେଲକ୍କେ ଆରି ତାର୍ ମାଇଜିକେ ଆରି ତାର୍ ଦାସିମନ୍କେ ନିମାନ୍ କଲା, ତାର୍ପଚେ ସେମନ୍କେ ପିଲାଟକି ଜାତ୍ ଅଇଲାଇ । 18ତାର୍ପଚେ ଅବ୍ରାଆମର୍ ମାଇଜି ସାରାର୍ ପାଇଁ ସବୁବେଲର୍ ମାପ୍ରୁ ଅବିମେଲକର୍ ଗରର୍ ମାଇଜି ମନ୍କେ ବାନ୍ଜି କରି ରଇଲା ।
Currently Selected:
ଆଦି 20: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025