ଆଦି 15
15
ଅବ୍ରାମ୍ ସଙ୍ଗେ ପର୍ମେସରର୍ ରାଜିନାମା
1ସେ ଗଟ୍ନା ପଚେ ଦର୍ସନ୍ ଦେଇ ସବୁବେଲର୍ ମାପ୍ରୁର୍ ବାକିଅ ଅବ୍ରାମର୍ ଲଗେ ଆଇଲା, ଏ ଅବ୍ରାମ୍, ଡର୍ ନାଇ, ମୁଇ ତର୍ ତର୍ ଆଡ୍ନା କର୍ବା ଲକ୍ ଆରି ବଡ୍ ଇନାମ୍ ଦେବା ଲକ୍ ।
2ତାର୍ପଚେ ଅବ୍ରାମ୍ ଉତର୍ ଦେଲା, ଏ ସବୁବେଲର୍ ମାପ୍ରୁ, ତୁଇ ମକେ କାଇଟା ଦେଇସୁ ? ମୁଇତା ପିଲାଜିଲା ନଇଲା ଲକ୍ ଅଇ ଆଚି, ଆରି ଦମେସକିଅ ଇଲିଏଜର୍ ମର୍ ଗରର୍ ଦନର୍ ଅଦିକାରି ଅଇସି । 3ଆରି ଅବ୍ରାମ୍ କଇଲା, ଦେକ୍, ତୁଇ ମକେ ପିଲା ଦେଉସ୍ ନାଇ, ତେବେ ମର୍ ଗରର୍ ଦାଙ୍ଗ୍ଡା କେ ଦନ୍ସଁପ୍ତିର୍ ଅଦିକାରି ଅଇସି ।
4ସେଡ୍କିବେଲେ ତାକେ ସବୁବେଲର୍ ମାପ୍ରୁ କଇଲା, ତମର୍ ଗରର୍ ଅଦିକାରି ଅଇ ନାପାରେ । ମାତର୍ ଜେ ତମର୍ତେଇ ଅନି ଜାତ୍ ଅଇସି, ସେ ତମର୍ ଗରର୍ ଅଦିକାରି ଅଇସି। 5ତାର୍ ପଚେ ସବୁବେଲର୍ମାପ୍ରୁ ତାକେ ବାଇଲେ ଆନି କଇଲା, ତୁଇ ବାଦଲ୍ ବାଟେ ଦେକି କରି କାଇ ତାରା ମନ୍କେ ଏଜି ପାରୁସ୍, ତେବେ ଏଜି କଅ । ସେ ଆରି କଇଲା, ଏନ୍ତାର୍ ଅଇବାଇ ତର୍ ବଁସ୍ ।
6ସେଡ୍କିବେଲେ ସେ ସବୁବେଲର୍ ମାପ୍ରୁର୍ ଲଗେ ବିସ୍ବାସ୍ କଲାକେ ସବୁବେଲର୍ ମାପ୍ରୁ ଅବ୍ରାମ୍କେ ଦରମ୍ଟା ବଲିକରି ଏଜ୍ଲା ।
7ତାର୍ପଚେ ସେ ତାକେ କଇଲା, ସେ ତର୍ ଅଦିକାର୍ ପାଇ ଏ ଦେସ୍ ଦେବାକେ କଲ୍ଦିଅମନର୍ତି ଅନି ଆନ୍ଲାଇ, ସେ ସବୁବେଲର୍ ମାପ୍ରୁ ମୁଇ ।
8ତାର୍ପଚେ ସେ କଇଲା, ଏ ମାପ୍ରୁ, ସବୁବେଲର୍ ମାପ୍ରୁ, ମୁଇ ଜେ ଏ ଦେସର୍ ଅଦିକାରି ଅଇବି, ସେଟା ମୁଇ କେନ୍ତି ଜାନ୍ବି ?
9ସବୁବେଲର୍ ମାପ୍ରୁ କଇଲା, ତମେ ତିନ୍ ବର୍ସର୍ ଗଟେକ୍ ବାଚି ଆରି ତିନ୍ ବର୍ସର୍ ଗଟେକ୍ ଚେଲି ଆରି ତିନ୍ ବର୍ସର୍ ଗଟେକ୍ ମେଣ୍ଡା ଆରି ଗଟେକ୍ ପାଣ୍ଡ୍କା ଆରି ଗଟେକ୍ ପରୁଆ ପିଲା ମର୍ ଲଗେଆନା । 10ତାର୍ପଚେ ସେ ସବୁ ତାର୍ ଲଗେ ଆନି ଦୁଇମୁକା କରି ଆଗ୍ତୁ ଅଲ୍ଗା ମୁକା ସଙ୍ଗଇଲା, ମାତର୍ ଚଡଇମନ୍କେ ଦୁଇମୁକା କରେନାଇ । 11ତାର୍ପଚେ ସେ ରାବନ୍ ଚଡଇ ଆସି ମଲା ମଡ୍ ଉପ୍ରେ ବସ୍ଲାକେ, ଅବ୍ରାମ୍ ସେମନ୍କେ ଉଡାଇ ଦେଲା ।
12ଆରି, ବେଲ୍ବୁଡି ଆଇବା ବେଲେ ଅବ୍ରାମ୍ ସଇରଇ ଉଆଁସ୍ ଆନ୍ଦାର୍କେ ବେସି ଡରିଗାଲା । 13ସେଡ୍କିବେଲେ ସବୁବେଲର୍ ମାପ୍ରୁ ଅବ୍ରାମ୍କେ କଇଲା, ତମର୍ ପିଲାଟକି ଚାରି ସ ବରସ୍ ପର୍ଦେସେ ଦାଙ୍ଗ୍ଡା ଅଇ ଗତି କଟି କରି ଦୁକ୍ ବଗ୍ବାଇ, ଏଟା ବାଇଦରେ ଜାନ୍ସା, 14ମାତର୍ ସେମନ୍ ଜନ୍ ଦେସର୍ ଲକ୍ମନର୍ ଲଗେ ଗତିକାମ୍ କର୍ବାଇ, ଆମେ ସେମନର୍ ବିଚାର୍ କର୍ବି, ତାର୍ପଚେ ସେମନ୍ ବେସି ଦନ୍ ଦାରି ସେ ଦେସେ ଅନି ବାରଇ ଆଇବାଇ । 15ମାତର୍ ତମେ ନିମାନ୍ ସଙ୍ଗେ ନିଜର୍ ଆନିଦାଦିମନର୍ ଲଗେ ଜାଇସା ଆରି ଡକ୍ରା ଅଇ ମଲା ବେଲେ ସମାଦି ପାଇସା। 16ଆରି ତମର୍ ବଁସର୍ ଚାର୍ ପୁରୁସ୍ ଜାକ ଏ ଦେସେ ବାଉଡି ଆଇବାଇ, କାଇକେ ବଇଲେ ଇମରିଅ ଲକ୍ମନର୍ ପାପ୍ ଏବ୍କେ ଜାକ ପୁରାପୁରୁନ୍ ଅଏ ନାଇତା ।
17ତାର୍ପଚେ ବେଲ୍ ବୁଡ୍ଲା ଆରି ଆନ୍ଦାର୍ ଅଇଲା, ଗଟେକ୍ ଦୁଆଁ ବାରଇବା ଚୁଲିର୍ ଆରି ରଗ୍ରଗ୍ଗା ଜଇ ଅଇ ସେ ପସୁମନର୍ ଦୁଇବାଟେ ଦେଇ ବାରଇ ଗାଲା । 18ଆରି, ସେ ଦିନେ ସବୁବେଲର୍ ମାପ୍ରୁ ଅବ୍ରାମର୍ ସଙ୍ଗେ ନିଅମ୍ କରି କଇଲା, ମୁଇ ଏ ମିସ୍ରିଅ ଗାଡେଅନି ପରାତ୍ ନାଅଁର୍ ବଡ୍ଗାଡ୍ ଜାକ ମୁଇ ଏଦେସ୍ ତର୍ ବଁସ୍କେ ଦେଲୁ, 19ଆର୍ସଙ୍ଗେ କେନିଅ, କନଜିଅ ଆରି କଦ୍ମନିଅ, 20ଇତିଅମନର୍ ଆରି ପରିସିଅମନର୍ ଆରି ରପାଇଅମନର୍ 21ଆରି ଇମରିଅମନର୍, କିଣାନିଅ ଆରି ଗିର୍ଗାସିଅ ଆରି ଜିବୁସିଅମନର୍ ଦେସ୍ ମିସା ଦେଲୁ ।
Currently Selected:
ଆଦି 15: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025