ଆଦି 14
14
ଅବ୍ରାମ୍ ଲତକେ ଉଦାର୍ନା
1ତାର୍ପଚେ ସିନିୟରର୍ ଅମ୍ରାପଲ୍ ରାଜା ଆରି ଇଲାସରର୍ ଅରିୟକ୍ ରାଜା ଆରି ଏଲମର୍ କଦର୍ଲାୟମର୍ ରାଜା ଆରି ଗୟିମର୍ ତିଦିଅଲ୍ ରାଜାର୍ ଅଦିକାର୍ ବେଲେ , 2ଏମନ୍ ସଦମର୍ ରାଜା ବିରା ଆରି ଅମରାର୍ ରାଜା ବିର୍ସା ଆରି ଅଦ୍ମାର୍ ରାଜା ସିନାବ୍ ଆରି ସୟରର୍ ରାଜା ସବଇବ୍ର୍ ରାଜା ସିମେବର୍ ଆରି ବିଲାର୍, ସଙ୍ଗ୍ ଜୁଇଦ୍ କଲାଇ । 3ଏ ସବୁ ଲକ୍ ସିଦମର୍ ପଦାଇ, ନୁନ୍ ସମ୍ଦୁର୍ ଲଗେ ମିସି ରଇଲାଇ । 4କାଇକେ ବଇଲେ ସେମନ୍ ବାର ବରସ୍ ଜାକ କଦର୍ଲାଅମର୍ ରାଜାର୍ ତଲିଆ ରଇ ତେର ବରସ୍ ଜାକ ତାକର୍ ସଙ୍ଗେ ବିରଦ୍ ଅଇ ରଇଲାଇ , 5ତାର୍ପଚେ ଚଉଦ ବରସେ କଦର୍ଲାୟମର୍ ରାଜା ଆରି ତାକର୍ ସଙ୍ଗର୍ ରାଜାମନ୍ ଆସି ଅସ୍ଟରତ୍ କର୍ନ୍ୟିମ ତେଇ ରପାଇଅ ଲକ୍ମନ୍କେ ଆରି ଆମର୍ ସୁସିଅ ଲକ୍ମନ୍କେ ସାବିକିରିଅ ତମିଅ ତେଇ ଏମିୟ ଲକ୍ମନ୍କେ , 6ଆରି ଡଙ୍ଗର୍ ପାକର୍ ଏଲ୍ପାରଣ ଜାକ ସେଇର ଡଙ୍ଗର୍ ତେଇ ରଇବା ଅରିୟ ଲକ୍ମନ୍କେ ଜିତାଇ ଲାଇ । 7ଆରି ସେମନ୍ ସେ ଜାଗାଇ ଅନି ବାଉଡି ଏନ୍ପିସ୍ପଟ୍, କଇବାକେ ଗାଲେ, କାଦେସକେ ଜାଇ ଆମାଲେକିଅ ଲକ୍ମନର୍ ସବୁ ଦେସ୍ ଆରି ଅତ୍ ସସନ୍ ତାମର୍ ତେଇ ବାସାଅଇ ରଇବା ଇମରିୟ ଲକ୍ମନ୍କେ ଆରାଇ ଦେଲାଇ । 8ସେଟାର୍ ପାଇ ସଦମର୍ ରାଜା ଆରି ଅମରାର୍ ରାଜା ଆରି ଅଦ୍ମାର୍ ରାଜା ଆରି ସବଇମର୍ ରାଜା ଆରି ବିଲାର୍ ଆରି ସୟରର୍ ରାଜା, ଏ ପାଞ୍ଚ୍ଟା ରାଜାମନ୍ ମିସି କରି, 9ଏଲମର୍ କଦର୍ଲାଇମର୍ ରାଜା ଆରି ଗଇମର୍ ତିଦିଅଲ୍ ରାଜା ଆରି ସିନିଅରର୍ ଅମ୍ରାପଲ୍ ରାଜା ଆରି ଇଲାସରର୍ ଅରିଅକ୍ ରାଜା, ଏ ଚାର୍ଟା ରାଜାର୍ ସଙ୍ଗ୍ ସିଦିମ୍ ପଦାଇ ଜୁଇଦ୍ କର୍ବାକେ ଲାଗ୍ଲାଇ । 10ସେ ସିଦିମ୍ ପଦାର୍ ଚିକଟ୍ ମାଟି ରୁଣ୍ଡାଇ ନେଇ ରଇଲା କାଲ୍ ରଇଲା? ସଦମ୍ ଆରି ଅମରାର୍ ରାଜାମନ୍ ପାଲାଇ ଜାଉଁ ଜାଉଁ ସେ କାଲେ ଅଦର୍ ଲାଇ, ଆରି ଜେତେକ୍ ଲକ୍ମନ୍ ତେଇ ରଇଲାଇ, ସେମନ୍ ଡଙ୍ଗର୍ ଉପ୍ରେ ପାଲାଇ ଲାଇ । 11ତାର୍ପଚେ ସେମନ୍ ସଦମ୍ ଆରି ଅମରାର୍ ସର୍ତେ ଦନ୍ସଁପତି ଆରି କାଦିକଣ୍ଡା ଚାଡାଇ ବଇ ନେଲାଇ। 12ଆରି ଅବ୍ରାମର୍ ପୁତ୍ରା ସଦମ୍ ତେଇ ବାସା ଅଇ ରଇଲା, ଲତକେ ଆରି ତାକର୍ ସବୁ ଦନ୍ସଁପତିକେ ଦାରିଉଟି ଗାଲାଇ । 13ସେଡ୍କିବେଲେ ଗଟେକ୍ ପଲାତକ୍ ଆସି ଏବ୍ରିଅ ଅବ୍ରାମ୍କେ କବର୍ ଦେଲା, ସେ ବେଲେ ଅବ୍ରାମ୍ ଆରି ଇସ୍କଲର୍ ଆରି ଆନେରର୍ ବାଇ ଇମରିଅ ମମରିର୍ ଅଲନ୍ ଗଚ୍ବୁନ୍ଦେ ବାସା ଅଇ ରଇଲାଇ ଆରି ସେମନ୍ ଅବ୍ରାମର୍ ସଙ୍ଗାରି ମନ୍ ରଇଲାଇ । 14ସେଡ୍କିବେଲେ ଅବ୍ରାମ୍ ନିଜର୍ ଜାତିର୍ ଲକ୍ ଦାରାଇ ଅଇ ଜିବାଟା କବର୍ ସୁନ୍ଲା ଦାପ୍ରେ ସିକ୍ଲା ନିଜର୍ ଗରେ ଜାତ୍ ଅଇଲା ତିନ୍ସଅ ଅଟ୍ର ଲକ୍କେ ସଙ୍ଗେ ଡାକି ସତ୍ରୁ ମନର୍ ପଚ୍ପଚ୍ ପାଲାଇ ଦାନ୍ ନଅଁର୍ ଜାକ ଗାଲାଇ । 15ତାର୍ପଚେ ସେ ନିଜର୍ ଦାସ୍ମନ୍କେ ଦୁଇଦଲ୍ କରି ରାତିଆ ବେଲେ ସତ୍ରୁ ମନ୍କେ ମାର୍ବାକେ ଗାଲାଇ, ସେମନ୍ ସେମନ୍କେ ଆରାଇ କରି ଦମେସ୍କର୍ ଉତର୍ବାଟେ ଆଇବା ଜାକ ସେମନର୍ ପଚ୍ପଚ୍ କେଦ୍ଲାଇ । 16ଚାଡାଇ ନେଇ ରଇଲା ସବୁ ଦନ୍ସଁପତି ଆରି ନିଜର୍ ଜାତି ଲତ ଆରି ତାର୍ ଦନ୍ସଁପତି, ଆରି ମାଇଜିମନ୍ ଆରି ଲକ୍ମନ୍କେ ବାଉଡାଇ ଆନ୍ଲାଇ ।
ମଲ୍କିସେଦକ ଅବ୍ରାମ୍କେ ଆସିର୍ବାଦ୍
17ଏନ୍ତାରି ଅବ୍ରାମ୍ କଦର୍ଲାୟମର୍କେ ଆରି ତାକର୍ ସାଇଜ କଲା ରାଜାମନ୍କେ ଜିତାଇ କରି ବାଅଡ୍ଲା ପଚେ ସଦମର୍ ରାଜା ତାକର୍ ସଙ୍ଗେ ବେଟ୍ ଅଇବାକେ ସାବି ପଦାଇ ଇଣ୍ଡି ଗାଲାଇ । 18ଆରି ସାଲମର୍ ରାଜା ମଲ୍କିସେଦକ୍ ରୁଟି ଆରି ଅଙ୍ଗୁର୍ ରସ୍ ଦାରି ଆଇଲାଇ, ସେ ସବୁର୍ ତେଇ ଅନି ବଡ୍ ପର୍ମେସରର୍ ପୁଜାରି, 19ସେ ଅବ୍ରାମ୍କେ ଆସିର୍ବାଦ୍ କରି କଇଲା, ଅବ୍ରାମ୍ ସରଗ୍ ଆରି ପୁର୍ତିବିର୍ ଅଦିକାରି ସବୁର୍ ତେଇଅନି ବଡ୍ ପର୍ମେସରର୍ ଆସିର୍ ବାଦର୍ ଲକ୍ ଅଅ, 20ସବୁର୍ ତେଇଅନି ବଡ୍ ପର୍ମେସର୍ କରମ୍ ଅଅ, ସେ ତମର୍ ସତ୍ରୁ ମନ୍କେ ତମର୍ ଆତେ ସର୍ପିଦେଲା । ସେଡ୍କିବେଲେ ଅବ୍ରାମ୍ ସବୁ ଲକର୍ ଦସମାସ ତେଇ ଅନି ବାଗେକ୍ ମଲ୍କିସାଦକ୍କେ ଦେଲାଇ । 21ତାର୍ପଚେ ସଦମର୍ ରାଜା ଅବ୍ରାମ୍କେ କଇଲା, ତମେ ସବୁ ଦନ୍ସଁପତି ନିଆ, ମାତର୍ ଆମର୍ ଲକ୍ମନ୍କେ ଆମ୍କେ ଦିଆ । 22ତାର୍ପଚେ ଅବ୍ରାମ୍ ସଦମର୍ ରାଜାକେ ଉତର୍ ଦେଲା, ମୁଇଁ ସରଗ୍ ଆରି ପୁର୍ତିବିର୍ ଅଦିକାରି ସବୁବେଲର୍ ମାପ୍ରୁ ବଡ୍ ପର୍ମେସରର୍ ଆଦେସ୍ ଇସାବେ ସପତ୍ କରି କଇଆଚି ଜେ, 23ମୁଇଁ ତମର୍ କାଇଟା ନ ନେଇ, କଣ୍ଡେକ୍ ସୁତାକି ପାଣ୍ଡଇର୍ ପିତା ମିସା ନ ନେଇ, ପଚେ ଆରି ତମେ କାଇକେ କଇସା, ଆମେ ଅବ୍ରାମ୍କେ ସାଉକାର୍ କରିଆଚୁ । 24ଏତ୍କି ଜେ ମର୍ ଦାଙ୍ଗ୍ଡାମନ୍ ଜାଇଟା କାଇ ଆଚତ୍, ସେଟା ନେବି, ଆରି ମର୍ ଜନ୍ ସାଇଜକଲା ଲକ୍ ମର୍ ସଙ୍ଗେ ଜାଇ ରଇଲାଇ, ସେମନ୍ ଅଇଲାଇନି , ଆନେର ଆରି ଇସ୍କଲ୍ ଆରି ମମ୍ରି ନିଜର୍ ନିଜର୍ ପାଇବା ବାଗ୍ ପାଅତ୍ ।
Currently Selected:
ଆଦି 14: Saa25
Highlight
Copy
Compare
Share
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025