YouVersion Logo
Search Icon

ରୋମୀୟ 3:10-12

ରୋମୀୟ 3:10-12 ODCLBSI

ଶାସ୍ତ୍ରରେ ଉଲ୍ଲିଖିତ ଅଛି: “ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ, ଜଣେ ହେଲେ ଜ୍ଞାନୀ ବା ଈଶ୍ୱରଙ୍କ ପ୍ରକୃତ ଉପାସକ ନାହିଁ। ସେମାନେ ସମସ୍ତେ ଈଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି; ସମସ୍ତେ ଭ୍ରଷ୍ଟ ହୋଇଛନତି। କେହି ଜଣେ ହେଲେ ସତ୍କାର୍ଯ୍ୟ କରୁ ନାହିଁ।