YouVersion Logo
Search Icon

ମଲାଖୀ 2:15

ମଲାଖୀ 2:15 ODIAOV-BSI

ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ? ଆଉ କାହିଁକି ଏକ କଲେ? ସେ ଈଶ୍ଵରୀୟ ଏକ ବଂଶର ଚେଷ୍ଟା କଲେ। ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ଵାସଘାତକତା ନ କରୁ।

Free Reading Plans and Devotionals related to ମଲାଖୀ 2:15