1
ମାଥିଉଲିଖିତ 9:37-38
ଓଡିଆ ସମସାମୟିକ ବାଇବଲ
OCB
ସେ ଶିଷ୍ୟମାନଙ୍କୁ କହିଲେ, “ଶସ୍ୟ ପ୍ରଚୁର ମାତ୍ର ମୂଲିଆଙ୍କ ସଂଖ୍ୟା ଅଳ୍ପ। ତେଣୁ ତାଙ୍କ ଶସ୍ୟକ୍ଷେତ୍ରକୁ କଟାଳିମାନଙ୍କୁ ପଠାଇବା ପାଇଁ, ଶସ୍ୟକ୍ଷେତ୍ରର ଅଧିକାରୀଙ୍କୁ ନିବେଦନ କର।”
Compare
Explore ମାଥିଉଲିଖିତ 9:37-38
2
ମାଥିଉଲିଖିତ 9:13
କିନ୍ତୁ ବଳିଦାନ ନୁହେଁ ମାତ୍ର: ‘ମୁଁ ଚାହେଁ ତୁମ୍ଭେମାନେ ଦୟାପ୍ରଦର୍ଶନ କର, ଏହାର ତାତ୍ପର୍ଯ୍ୟ କଣ ଯାଇ ଶିକ୍ଷା କର।’ କାରଣ ମୁଁ ଧାର୍ମିକ ଲୋକଙ୍କୁ ଆହ୍ଵାନ କରିବାକୁ ଆସି ନାହିଁ, ଅଥଚ ପାପୀମାନଙ୍କୁ ଆହ୍ଵାନ କରିବାକୁ।”
Explore ମାଥିଉଲିଖିତ 9:13
3
ମାଥିଉଲିଖିତ 9:36
ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି, ତାଙ୍କ ହୄଦୟରେ ଅନୁକମ୍ପା ଜାତ ହେଲା, କାରଣ ସେମାନେ ରକ୍ଷକବିହୀନ ମେଷ ପରି, ଦୁର୍ଦ୍ଦଶାପନ୍ନ ଓ ଅସହାୟ ଥିଲେ।
Explore ମାଥିଉଲିଖିତ 9:36
4
ମାଥିଉଲିଖିତ 9:12
ତାହା ଶୁଣି ଯୀଶୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ଚିକିତ୍ସକଠାରେ ପ୍ରୟୋଜନ ନ ଥାଏ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଥାଏ।
Explore ମାଥିଉଲିଖିତ 9:12
5
ମାଥିଉଲିଖିତ 9:35
ଯୀଶୁ ସବୁ ସହର ଓ ଗ୍ରାମ ବୁଲି ବୁଲି, ଉପାସନାଗୃହମାନଙ୍କରେ ଶିକ୍ଷା ଦେଲେ, ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ସୁସମାଚାର ପ୍ରଚାର କଲେ ଏବଂ ସବୁପ୍ରକାର ରୋଗବ୍ୟାଧି ସୁସ୍ଥ କଲେ।
Explore ମାଥିଉଲିଖିତ 9:35