1
ମାଥିଉଲିଖିତ 8:26
ଓଡିଆ ସମସାମୟିକ ବାଇବଲ
OCB
ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କର ବିଶ୍ୱାସ ଏତେ ଅଳ୍ପ, ତୁମ୍ଭେମାନେ କାହିଁକି ଏତେ ଭିତତ୍ରସ୍ତ?” ତତ୍ପରେ ସେ ଉଠି ପବନ ଓ ଢେଉକୁ ଧମକ ଦେଲେ, ଏବଂ ସବୁ ଶାନ୍ତ ହୋଇଗଲା।
Compare
Explore ମାଥିଉଲିଖିତ 8:26
2
ମାଥିଉଲିଖିତ 8:8
ସେହି ଶତସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ ଘରେ ପାଦ ପକାଇବେ ଏପରି ଯୋଗ୍ୟତା ମୋର ନାହିଁ। ଆପଣ କେବଳ ପଦେ କହିଦେଲେ, ମୋର ଦାସ ସୁସ୍ଥ ହେବ।
Explore ମାଥିଉଲିଖିତ 8:8
3
ମାଥିଉଲିଖିତ 8:10
ଯୀଶୁ ତାହା ଶୁଣି, ଆଶ୍ଚର୍ଯ୍ୟ ହେଲେ ଏବଂ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଇସ୍ରାଏଲ ଦେଶରେ ଏପ୍ରକାର ପ୍ରଗାଢ଼ ବିଶ୍ୱାସ ଥିବା କାହାରିକୁ ମୁଁ ଦେଖିନାହିଁ।
Explore ମାଥିଉଲିଖିତ 8:10
4
ମାଥିଉଲିଖିତ 8:13
ଏହାପରେ ଯୀଶୁ ସେହି ଶତ-ସେନାପତିଙ୍କୁ କହିଲେ, “ଯାଅ! ତୁମେ ଯାହା ବିଶ୍ୱାସ କରିଛ ତାହା ଘଟିବ।” ଠିକ ସେହି ମୁହୂର୍ତ୍ତରେ ତାଙ୍କର ଦାସ ଆରୋଗ୍ୟ ଲାଭ କଲା।
Explore ମାଥିଉଲିଖିତ 8:13
5
ମାଥିଉଲିଖିତ 8:27
ସେମାନେ ଆଶ୍ଚର୍ଯ୍ୟ ହୋଇ କୁହାକୁହି ହେଲେ, “ଏ କି ପ୍ରକାର ବ୍ୟକ୍ତି? ଯେ ପବନ ଓ ଢେଉ ସୁଦ୍ଧା ଏହାଙ୍କର ଆଜ୍ଞା ମାନନ୍ତି!”
Explore ମାଥିଉଲିଖିତ 8:27